ETV Bharat / city

ବର୍ଷା ସତ୍ତ୍ବେ ବି ଗରମରେ ଡହଳବିକଳ ରାଜ୍ୟବାସୀ - ଭୁବନେଶ୍ବର

ରାଜ୍ୟର କେତେକ ସ୍ଥାନରେ ଅଳ୍ପ ବର୍ଷା ହୋଇଛି । ତଥାପି କମୁନି ଗରମ ଓ ଗୁଳୁଗୁଳି । 9ଟି ଜିଲ୍ଲାରେ 40 ଡିଗ୍ରୀ ପାଖାପାଖି ତାପମାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 13, 2019, 6:46 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡିଶାରେ ଗରମ ଓ ପୂର୍ବ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ଅନ୍ୟପଟେ 11 ଟି ଜିଲ୍ଲା ଯଥା ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ନୂଆପଡା, ସୁବର୍ଣ୍ଣପୁର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ ଆଦି ଅଞ୍ଚଳରୁ ୟେଲ୍ଲୋ ୱାର୍ନିଙ୍ଗ ହଟା ଯାଇଥିଲେ ସୁଦ୍ଧା 9 ଟି ଜିଲ୍ଲାରେ ଏବେ ମଧ୍ୟ ତାପମାତ୍ରା 40 ଡିଗ୍ରୀ ପାଖାପାଖି ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ଝାରସୁଗୁଡା ଜିଲ୍ଲାରରେ ସର୍ବାଧିକ ତାପମାତ୍ରା 43.6 ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଗତକାଲି ସନ୍ଧ୍ୟାରେ ବଲାଙ୍ଗୀରରେ 7 ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ସୁବର୍ଣ୍ଣପୁର, କୋରାପୁଟ ଆଦି ଅଞ୍ଚଳରେ ବର୍ଷା ହୋଇଥିବାର ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆସନ୍ତା 24 ଘଣ୍ଟାରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ । କିନ୍ତୁ ବର୍ଷା ପରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହୋଇ ପଡୁଛନ୍ତି ରାଜ୍ୟବାସୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ସାରା ରାଜ୍ୟରେ ଅସହ୍ୟ ତାତି। ପଶ୍ଚିମ ଓଡିଶା ରେ ଗରମ ଓ ପୂର୍ବ ଓଡ଼ିଶା ରେ ଅସହ୍ୟ ଗୁଳୁଗୁଳି ଲୋକଙ୍କ ଜୀବନ କୁ ଅସ୍ତବ୍ୟସ୍ତ କରି ଦେଉଛି। ଅନ୍ୟ ପଟେ 11 ଟି ଜିଲ୍ଲା ଯଥା ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ନୂଆପଡା, ସେନପୁର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଘର ଆଦି ଅଞ୍ଚଳରୁ ୟଲେ ୱାର୍ନିଙ୍ଗ କୁ ହାଠା ଯାଇ ଥିଲେ ଶୁଦ୍ଧା 9 ଟି ଜିଲ୍ଲା ରେ ଏବେ ବି ତାପମାତ୍ରା ବ 40 ପାଖା ପାଖି ରହିଛି। ଗତ 24 ଘଂଟା ଭିତରେ ରାଜ୍ୟ ର ଝାରସୁଗୁଡା ଜିଲ୍ଲାର ରେ ସର୍ବାଧିକ ତାପମାତ୍ରା 43.6 ଡିଗ୍ରି ରେକର୍ଡ କରାଯାଇଛି। ଏହା ସହ ଗତ କାଲି ସନ୍ଧ୍ୟାରେ ବଲାଂଗୀତ ରେ 7 ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ସେନପୁର, କେରାପୁଟ ଆଦି ଅଞ୍ଚଳ ରେ ବର୍ଷା ହେଇଥିବାର ସୁଚାନା ମିଳିଛି। 

ବାଇର ହାବିବୁର ବିଶ୍ୱାସ
ନିର୍ଦ୍ଦେଶକ ପଣିପାଗ ବିଭାଗ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.