ETV Bharat / city

ଲାଲଚାନ୍ଦରେ ଚାରଚାନ୍ଦ ଲଗାଇଲେ ଓଲିଉଡ କୁଇନ

ରିଲିଜ ହୋଇଛି ଓଡିଶା ପ୍ରସିଦ୍ଧ ଲାଲଚାନ୍ଦ ଜୁଏଲାରୀର ଆଉ ଏକ ନୂଆ ବିଜ୍ଞାପନ। ସବୁ କାମର ଶୁଭାରମ୍ଭରେ ଲାଲଚାନ୍ଦର ଭୂମିକାକୁ ନେଇ କହିବା ସହ ବିଜ୍ଞାପନଟି ଖୁବ ସୁନ୍ଦର ହୋଇଛି ବୋଲି କହିଛନ୍ତି ବର୍ଷା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : Apr 8, 2019, 11:18 AM IST

Updated : Apr 8, 2019, 12:29 PM IST

ଭୁବନେଶ୍ବର: ପୁଣି ଓଲିଉଡ କୁଇନକୁ ଦର୍ଶକ ଦେଖିବେ ଓଡିଆଣୀ ରୂପରେ । ରିଲିଜ ହୋଇଛି ଓଡିଶା ପ୍ରସିଦ୍ଧ ଲାଲଚାନ୍ଦର ଆଉ ଏକ ନୂଆ ବିଜ୍ଞାପନ। ଯାହାର ବ୍ରାଣ୍ଡଆମ୍ୱାସଡର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଲାଲଚାନ୍ଦର ନୂଆ ଟେଲିଭିଜନ ବିଜ୍ଞାପନରେ ନୂଆ ରୂପରେ ନଜର ଆସିଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁନେଶ୍ୱର

ଯାହାର ସୁଟିଙ୍ଗ 4ଦିନ ଧରି ହୋଇଥିବା ସହ ସମ୍ପୁର୍ଣ୍ଣ ଓଡ଼ିଆ ପରମ୍ପରା ଓ ପର୍ବ ପର୍ବାଣୀ ସହ ନାରୀର ସମ୍ପର୍କ କିଭଳି ଥାଏ ତାକୁ ଖୁବ ସୁନ୍ଦର ଭାବେ ଏହି ଆଡରେ ଦେଖାଯାଇଛି । ସବୁ କାମର ଶୁଭାରମ୍ଭରେ ଲାଲଚାନ୍ଦର ଭୂମିକାକୁ ନେଇ କହିବା ସହ ଆଡଟି ଖୁବ ସୁନ୍ଦର ହୋଇଛି ବୋଲି କହିଛନ୍ତି ବର୍ଷା।

ଆଜି ଏହାର ଗ୍ରାଣ୍ଡ ରିଲିଜ ହୋଇଥିବା ବେଳେ ଆଡରେ ଥିବା ଗୀତର ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଆଉ କଣ୍ଠଦାନ କରିଛନ୍ତି ଇଣ୍ଡିଆନ ଆଇଡଲର ବିଜେତା ଅନନ୍ୟା ଶ୍ରିତମ ନନ୍ଦ । ଆଉ ସଙ୍ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Apr 8, 2019, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.