ETV Bharat / city

ବସ୍ତିରେ ଚଲାଉଥିଲା କଙ୍ଗାରୁ କୋର୍ଟ, ରାଜଧାନୀରୁ ଗିରଫ ହେଲା ଲେଡି ଡନ

author img

By

Published : Feb 15, 2021, 3:24 PM IST

ବସ୍ତିରେ ଚଲାଉଥିଲା କଙ୍ଗାରୁ କୋର୍ଟ । ରାଜଧାନୀରୁ ଗିରଫ ହେଲା ଲେଡି ଡନ । ଅଧିକ ପଢନ୍ତୁ....

Lady Don arrested by commissionerate policeLady Don arrested by commissionerate police
ବସ୍ତିରେ ଚଲାଉଥିଲା କଙ୍ଗାରୁ କୋର୍ଟ: ରାଜଧାନୀରୁ ଗିରଫ ହେଲା ଲେଡି ଡନ

ଭୁବନେଶ୍ବର: ଛେଳି ଚୋରିର ସମାଧାନ କରୁଥିଲା ଲେଡି ଡନ। ଏଥିପାଇଁ ନ୍ୟାୟ ବି କରୁଥିଲା ଆଉ ଶାସ୍ତିବି ଦଉଥିଲା। ବସ୍ତିରେ ଚଲାଇଥିଲା ଆତଙ୍କରାଜ। ଏପରିକି, ଲୋକଙ୍କୁ ଧମକାଇ କରୁଥିଲେ ଅତ୍ୟାଚାର । ଶେଷରେ ଅତ୍ୟାଚାର ସୀମା ଟପିଲା । ତାତିଲେ ବସ୍ତି ଲୋକ ମିଳିମିଶି ଘେରିଲେ ଲେଡି ଡନକୁ।

ଏନେଇ ପୋଲିସରେ ଅଭିଯୋଗ ପରେ ଶେଷରେ ବନ୍ଧା ହେଲା ଲେଡି ଡନ। ତେବେ ବସ୍ତିରେ ଆତଙ୍କରାଜ ଚଳାଇଥିବା ମହିଳାଙ୍କ ନାଁ ହେଉଛି ଆଶମା ବିବି ଓରଫ ବାନୁ। ଘର ଏୟାରଫିଲଡ ଥାନା ଅଧିନସ୍ଥ ଆଜାଦ ନଗର ଅଭିରାମ ବସ୍ତିରେ ବୋଲି ସୂଚନା ମିଳିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.