ETV Bharat / city

ଜଙ୍ଗଲଜାତ ଦ୍ରଵ୍ୟରେ ଝଲସିବ ନୟାପଲ୍ଲୀର 'ରାଣୀ ପଦ୍ମାବତୀ'ଙ୍କ ପ୍ୟାଲେସ

author img

By

Published : Sep 25, 2019, 7:29 PM IST

ଦୂର୍ଗାପୂଜା ପାଇଁ ରାଜଧାନୀରେ ଭଳିକି ଭଳି ତୋରଣ ସହ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଚଳିତଥର ନୟାପଲ୍ଲୀ ଦୁର୍ଗାପୂଜା କମିଟି ପରିବେଷଣ ପ୍ରଦୂଷଣକୁ ଆଖି ଆଗରେ ରଖି କିଛି ସ୍ବତନ୍ତ୍ର ପ୍ରୟାସ କରିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଉ କେଇଟା ଦିନ ପରେ ମା' ଦୁର୍ଗତିନାଶିନୀଙ୍କ ପୂଜା । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସାରା ଭାରତରେ ବେଶ ଧୂମ୍‌ଧାମ୍‌ରେ ମା' ଦଶଭୂଜାଙ୍କ ପୂଜା ନେଇ ବିଭିନ୍ନ ପେଣ୍ଡାଲ ମାନଙ୍କରେ ସାଜସଜ୍ଜା କାମ ଆରମ୍ଭ ହୋଇଗଲାଣି । ରାଜଧାନୀରେ ମଧ୍ୟ ଭଳିକି ଭଳି ତୋରଣ ସହ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଚଳିତଥର ନୟାପଲ୍ଲୀ ଦୁର୍ଗାପୂଜା କମିଟି ପରିବେଷଣ ପ୍ରଦୂଷଣକୁ ଆଖି ଆଗରେ ରଖି କିଛି ସ୍ବତନ୍ତ୍ର ପ୍ରୟାସ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ପରିବା ଚୋପା ସହ ବିଭିନ୍ନ ଜଙ୍ଗଲଜାତ ଦ୍ରଵ୍ୟରେ ତିଆରି ହୋଇଛି ରାଣୀ ପଦ୍ମାବତୀ ପ୍ୟାଲେସ । ସବୁ ଦୁର୍ଗାପୂଜା ପେଣ୍ଡାଲ ସଜେଇ ହୋଇ ଉଠୁଛି । କିଏ ପ୍ଲାଷ୍ଟିକ ଫୁଲରେ ମେଢ଼କୁ ସଜାଉଛି ତ, ଆଉ କିଏ ଆଖି ଝଲସିଯିବା ଭଳି ଜରି ମେଢ଼ର ତୋରଣ ତିଆରି କରୁଛି ।

କିନ୍ତୁ ଏସବୁ ଭିତରେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ମା ଦୁର୍ଗାଙ୍କ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି କରାଯାଇଛି । ପ୍ରାକୃତିକ ରଙ୍ଗ ଲଗାଇବା ସହ ପ୍ଲାଷ୍ଟିକ ଓ ପଲିଥିନ ବଦଳରେ ଶୁଖିଲା ପତ୍ର , ବେଲ ମଞ୍ଜି, କପାମଞ୍ଜି, କପା ଖୋଳ, ବାଇଗଣ ମଞ୍ଜି ଭଳି ବିଭିନ୍ନ ଜଙ୍ଗଲ ଜାତଦ୍ରବ୍ୟରେ ମେଢ଼କୁ ସଜା ଯାଇଛି । ଯାହା ଖୁବ ସହଜରେ ମାଟିରେ ମିଶିବା ସହ ପରିବେଶକୁ କୌଣସି ପ୍ରକାରରେ କ୍ଷତି ପହଞ୍ଚାଇବ ନାହିଁ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପରିବେଷଣ ପ୍ରଦୂଷଣ କୁ ଆଖି ଆଗରେ ରଖି ନାୟପଲ୍ଲୀ ଦୁର୍ଗାପୂଜା କମିଟି ର ସ୍ୱତନ୍ତ୍ର ପ୍ରୟାସ। ପରିବା ଚେପା ସହ ବିଭିନ୍ନ ଜଂଗଲ ଜାତ ଦ୍ରଵ୍ୟ ରେ ତିଆରି ହେଉଛି ରାଣୀ ପଦ୍ମାବତୀ ଙ୍କ ପ୍ୟାଲେସ।

ଆସୁଛନ୍ତି ଦୁର୍ଗତିନାସିନୀ ମା ଦୁର୍ଗା। ସେଥିପାଇଁ ବେଶ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର। ସବୁ ଦୁର୍ଗା ପୂଜା ପେଣ୍ଡାଲ ସଜେଇ ହୋଇ ଉଠୁଛି। କିଏ ପ୍ଲାଷ୍ଟିକ ଫୁଲ ରେ ମେଢ଼ କୁ ସାଯାଉଛି ତ ଆଉ କିଏ ଆଖି ଝଲସିଯିବା ଭଳି ଜରି ମେଢ଼ ର ତେରଣ ତିଆରି କରୁଛି। କିନ୍ତୁ ଏ ସବୁ ଭିତରେ ପରିବେଶ ପ୍ରଦୂଷଣ କୁ ରେକିବାର ଦିଗ କୁ ଆଖି ଆଗରେ ରଖି ମା ଦୁର୍ଗା ମୂର୍ତ୍ତି କୁ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ଲଗାଇବା ସହ ପୂଜା ପେଣ୍ଡଲ ମେଢ଼ ଓ ତେରଣ ମଧ୍ୟ ପ୍ଲାଷ୍ଟିକ ଫ୍ରି କୁରୁଛି ରାଜଧାନୀ ନାୟପଲ୍ଲୀ ଦୁର୍ଗାପୂଜା କମିଟି। ପ୍ଲାଷ୍ଟିକ ଓ ପେଲିଥିନ ବଦଳ ରେ ମେଢ଼ ଲାଗାଯାଉଛି ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ।ଶୁଖିଲା ପତ୍ର , ବେଲ ମଞ୍ଜି, କପାମଂଜି, କପା ଖୋଳ, ବାଇଗନ ମଞ୍ଜି, ଭଳି ଦ୍ରବ୍ୟ। ଯାହାକି କହିବା କୁ ଗଲେ ଖୁବ ଆରମ୍ ରେ ମାଟି ସହ ମିଶି ପାରିବ। ପରିବେଶ କୁ କୌଣସି ପ୍ରକାର ରେ କ୍ଷତି କରିବ ନାହିଁ।

ବାଇଟ ନବକିଶୋର ସାହୁ
ଉପଦେଷ୍ଟା ,ନାୟପଲ୍ଲୀ ଦୁର୍ଗା ପୂଜା କମିଟି

Body:ପରିବେଷଣ ପ୍ରଦୂଷଣ କୁ ଆଖି ଆଗରେ ରଖି ନାୟପଲ୍ଲୀ ଦୁର୍ଗାପୂଜା କମିଟି ର ସ୍ୱତନ୍ତ୍ର ପ୍ରୟାସ। ପରିବା ଚେପା ସହ ବିଭିନ୍ନ ଜଂଗଲ ଜାତ ଦ୍ରଵ୍ୟ ରେ ତିଆରି ହେଉଛି ରାଣୀ ପଦ୍ମାବତୀ ଙ୍କ ପ୍ୟାଲେସ।

ଆସୁଛନ୍ତି ଦୁର୍ଗତିନାସିନୀ ମା ଦୁର୍ଗା। ସେଥିପାଇଁ ବେଶ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର। ସବୁ ଦୁର୍ଗା ପୂଜା ପେଣ୍ଡାଲ ସଜେଇ ହୋଇ ଉଠୁଛି। କିଏ ପ୍ଲାଷ୍ଟିକ ଫୁଲ ରେ ମେଢ଼ କୁ ସାଯାଉଛି ତ ଆଉ କିଏ ଆଖି ଝଲସିଯିବା ଭଳି ଜରି ମେଢ଼ ର ତେରଣ ତିଆରି କରୁଛି। କିନ୍ତୁ ଏ ସବୁ ଭିତରେ ପରିବେଶ ପ୍ରଦୂଷଣ କୁ ରେକିବାର ଦିଗ କୁ ଆଖି ଆଗରେ ରଖି ମା ଦୁର୍ଗା ମୂର୍ତ୍ତି କୁ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ଲଗାଇବା ସହ ପୂଜା ପେଣ୍ଡଲ ମେଢ଼ ଓ ତେରଣ ମଧ୍ୟ ପ୍ଲାଷ୍ଟିକ ଫ୍ରି କୁରୁଛି ରାଜଧାନୀ ନାୟପଲ୍ଲୀ ଦୁର୍ଗାପୂଜା କମିଟି। ପ୍ଲାଷ୍ଟିକ ଓ ପେଲିଥିନ ବଦଳ ରେ ମେଢ଼ ଲାଗାଯାଉଛି ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ।ଶୁଖିଲା ପତ୍ର , ବେଲ ମଞ୍ଜି, କପାମଂଜି, କପା ଖୋଳ, ବାଇଗନ ମଞ୍ଜି, ଭଳି ଦ୍ରବ୍ୟ। ଯାହାକି କହିବା କୁ ଗଲେ ଖୁବ ଆରମ୍ ରେ ମାଟି ସହ ମିଶି ପାରିବ। ପରିବେଶ କୁ କୌଣସି ପ୍ରକାର ରେ କ୍ଷତି କରିବ ନାହିଁ।

ବାଇଟ ନବକିଶୋର ସାହୁ
ଉପଦେଷ୍ଟା ,ନାୟପଲ୍ଲୀ ଦୁର୍ଗା ପୂଜା କମିଟି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.