ETV Bharat / city

ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

କାଜୁ ବଗିଚା ମାମଲା ରଫାଦଫା କରିବା ପାଇଁ 5000 ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଖୋର୍ଦ୍ଧା ଜଙ୍କିଆ ଥାନା ଅଧିନସ୍ଥ ସୀକୋ ଫାଣ୍ଡି ଅଧିକାରୀ ମନମୋହନ ଜାଲି ।

author img

By

Published : Aug 2, 2019, 4:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଖୋର୍ଦ୍ଧା ଜଙ୍କିଆ ଥାନା ଅଧିନସ୍ଥ ସୀକୋ ଫାଣ୍ଡି ଅଧିକାରୀ ମନମୋହନ ଜାଲି ଗିରଫ କରିଛି ଭିଜିଲାନ୍ସ । କାଜୁ ବଗିଚା ମାମଲା ରଫାଦଫା କରିବା ପାଇଁ 5000 ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ମନମୋହନ।

ଉମେଶ ରଥ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସିଭିଲ୍ ଡିସପୁଟ ମାମଲାର ରଫାଦଫା ପାଇଁ ଅଭିଯୋଗକାରି ସପକ୍ଷରେ ବିଚାର କରିବାକୁ ଦାବି କରିଥିଲେ ଲାଞ୍ଚ। ଏନେଇ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇବା ପରେ ଲାଞ୍ଚ ନେଉଥିବା ସମୟରେ ରଙ୍ଗ ବୋଳା ଟଙ୍କା ସହ ଧରିଥିଲେ ଭିଜିଲାନ୍ସ ଅଧିକାରୀ।

ଏନେଇ ଖୋର୍ଦ୍ଧା ସ୍ଥିତ ବାସଭବନରେ ଚଢାଉ କରି ଯାଞ୍ଚ କରିଥିଲେ ଭିଜିଲାନ୍ସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

||ବରଗଡ ||

  ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରଚାର ପ୍ରସାର ଓ ଶକ୍ତି ପ୍ରଦର୍ଶନରେ  ଲାଗିପଡିଥିବା ବେଳେ ବରଗଡ ବିଧାନ ସଭାରେ ମଧ୍ୟ ବିଜେପି ଦଳ ପକ୍ଷରୁ ଏକ ବାଇକ ରେଲି କରି ଆଜି ଶକ୍ତି ପ୍ରଦର୍ଶନ କରାଯାଇଥିଲା | ବରଗଡରେ ବିଜେପି  ଦଳ ପକ୍ଷରୁ ବିଜୟ ସଂକଳ୍ପ ବାଇକ୍ ରେଲି ର କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁଥିରେ ହଜାର ହଜାର ଯୁବକ ଓ ବିଜେପିର କର୍ମକର୍ତାମାନେ ସାମିଲ ହୋଇଥିଲେ  ।  ବରଗଡ ବିଧାନସଭାର ସମସ୍ତ ବୁଥରୁ ବହୁ ବିଜେପି କର୍ମୀ ବାଇକ ରେଲି କରି ସ୍ଥାନୀୟ ମୋଦୀ ପଡିଆ ଠାରେ ଏକତ୍ରିତ ହୋଇଥିଲେ ଓ ଏକାସଙ୍ଗେ ୧୪୦୦ ରୁ ଊର୍ଦ୍ଧ୍ଵ  ବାଇକ ଯୋଗେ ବିରାଟ ଶୋଭାଯାତ୍ରାରେ ବାହାରିଥିଲା ଏବଂ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା ଗୁଡିକରେ ବରଗଡରେ ବର୍ଷବର୍ଷ ଧରି ଚାଲିଥିବା ପରିବାରବାଦ ଶାସନ ବିରୋଧରେ ବିଜେପି ରାଜ୍ୟ ଉପସଭାପତି ଅଶ୍ଵିନୀ ଷଡଙ୍ଗୀ ବର୍ଷିଥିଲେ | ବିଜେପିର ଏହି ବିରାଟ ବାଇକ ରେଲି  ବରଗଡ ସହର ସାରା ବୁଲିଥିଲା ଏବଂ ନିଜର ଶକ୍ତି ପ୍ରଦର୍ଶନ କରିଥିଲା | 

ବାଇଟ ୧- ଅଶ୍ଵିନୀ ଷଡଙ୍ଗୀ ( ବିଜେପି ,ରାଜ୍ୟ ଉପସଭାପତି )
       
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.