ETV Bharat / city

କେନ୍ଦ୍ରାପଡା କୋ-ପରେଟିଭ ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି

author img

By

Published : Oct 29, 2019, 11:29 PM IST

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କରେ ଯୁବତୀଙ୍କୁ ଅସଦାଚରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି ।

କେନ୍ଦ୍ରାପଡାରେ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି

ଭୁବନେଶ୍ବର: କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ତେଜୁଛି ରାଜନୀତି । ଏନେଇ ଥାନାରେ କୋ-ଅପରେଟିଭ ବ୍ୟାଙ୍କର ସଭାପତିଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ ।

ଏପରି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ବିଜେପି । ରାଜ୍ୟ ସରକାର ମହିଳା ସୁରକ୍ଷା ନେଇ କଥା କହୁଥିବା ବେଳେ ଏଠାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି କହିଛନ୍ତି । ଏପରିକି ରାଜ୍ୟ ସରକାର 5‘ଟି’ କଥା କହୁଥିବା ବେଳେ ଏହି ଘଟଣାରେ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:କେନ୍ଦ୍ରାପଡା ସମବାୟ ସଭାପତି ଙ୍କ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ

Body:କେନ୍ଦ୍ରାପଡା ସମବାୟ ସମିତି ସଭାପତି ତଥା ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସାହୁଙ୍କ ମହିଳା ଦୁର୍ବ୍ୟବହାର ପ୍ରସଙ୍ଗରେ ସ୍ଥାନୀୟ ପୋଲିସ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି।

ବିଜେପି ନେତା ସୁରଥ ବିଶ୍ୱାଳ ଏ ସମ୍ବେଦନଶୀଳ ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ପଷ୍ଟୀକରଣ ଲୋଡିଛନ୍ତି।ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି।ରାଜ୍ୟସରକାର 5ଟି କଥା କହୁଛନ୍ତି, ସଚିବ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ହେଲେ ଏ ବିଷୟରେ କାହିଁକି ଚୁପ ଅଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.