ETV Bharat / city

ଭାଲିଆଗୁଡା ମିଥ୍ୟା ଏନକାଉଣ୍ଟର ମାମଲା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କନ୍ଧମାଳ ବ୍ରାହ୍ମଣୀ ଗାଁ ସଙ୍ଘ

author img

By

Published : Nov 18, 2019, 4:51 PM IST

ପାଞ୍ଚଜଣ ଆଦିବାସୀଙ୍କୁ ମାଓବାଦୀ ମିଥ୍ୟା ଅଭିଯୋଗରେ ଏନକାଉଣ୍ଟର କରିଥିବା ଘଟଣାର ଇଚ୍ଚ ତଦନ୍ତ ଦାବି କରି ସୋମବାର ଭୁବନେଶ୍ବର ସ୍ଥିତ ଲୋୟର ପିଏମଜି ଠାରେ କନ୍ଧମାଳ ବ୍ରହ୍ମଣି ଗାଁ ସଙ୍ଘ ଧାରଣା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: 8 ବର୍ଷ ପୂର୍ବରୁ ହୋଇଥିବା ମିଥ୍ୟା ଏନକାଉଣ୍ଟର ମାମଲାର ନ୍ୟାୟ ଦାବିରେ ରାଜଧାନୀରେ ଗର୍ଜିଲା କନ୍ଧମାଳ ବ୍ରାହ୍ମଣୀ ଗାଁ ସଙ୍ଘ । ପାଞ୍ଚଜଣ ଆଦିବାସୀଙ୍କୁ ମାଓବାଦୀ ଦର୍ଶାଇ ଏନକାଉଣ୍ଟର କରିଥିବା ଘଟଣାର ଇଚ୍ଚସ୍ତରୀୟ ତଦନ୍ତ ଦାବି କରି ସୋମବାର ଭୁବନେଶ୍ବର ସ୍ଥିତ ଲୋୟର ପିଏମଜି ଠାରେ କନ୍ଧମାଳ ବ୍ରାହ୍ମଣୀ ଗାଁ ସଙ୍ଘ ଧାରଣା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ, 2012 କନ୍ଧମାଳ ଭାଲିଆଗୁଡା ଠାରେ ଦଳିତ ଆଦିବାସୀ ଯେତେବେଳେ ପ୍ରଜାକୋଟରୁ ଫେରୁଥିଲେ ସେହି ସମୟରେ ପୋଲିସ ଗୁଳିରେ 5 ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟଥିଲା । ତେବେ ମିଥ୍ୟା ଅଭିଯୋଗରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସଂଘ ପ୍ରକାଶ କରିଛି ।

ଏଥିସହ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସହ ପ୍ରାଣ ହରାଇଥିବା ପରିବାରକୁ 50 ଲକ୍ଷ ଟଙ୍କାର ସହାୟତା ରାଶି ସରକାର ଦିଅନ୍ତୁ ବୋଲି ସଂଘ ଦାବି କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:8 ବର୍ଷ ତଳେ ହୋଇଥିବା ଏନକାଉଣ୍ଟର ର ନ୍ୟାୟ ଦାବି ରାଜଧାନୀ ରେ ଗଜିଲା କନ୍ଧମାଳ ବ୍ରହ୍ମଣି ଗାଁ ସଙ୍ଘ ।

2012 ରେ ପୋଲିସ ଗୁଳି କନ୍ଦମାଳ ଭାଲିଗୁଡା ରେ 5 ଜଣ ନିରୀହ ଆଦିବାସୀ ଙ୍କ ମୃତ୍ୟୁ ଘଟଣା ରେ ଆଜି ରାଜରାସ୍ତାରେ କନ୍ଧମାଳ ବ୍ରହ୍ମଣି ଗାଁ ସଙ୍ଘ । ଦଳିତ ଆଦିବାସୀ ଯେତେବେଳେ ପ୍ରଜା କୋଟ ରୁ ଫେରୁଥିଲେ ପୋଲିସ ସେହି ପାଞ୍ଚଜଣ ଆଦିବାସୀ ଙ୍କୁ ମାଓବାଦୀ ର ମିଥ୍ୟା ଅଭିଯୋଗ ରେ ଏନକାଉଣ୍ଟର କରିଥିଲା ବୋଲି ସଂଘ ପ୍ରକାଶ କରିଛି। ବର୍ତ୍ତମାନ ଏହାର ଉଚ୍ଚ ତଦନ୍ତ ସହ ମୃତ୍ୟୁ ଘଟି ଥିବା ପାରିବାର ଲୋକଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ସରକାର ଦିଅନ୍ତୁ ବୋଲି ସଂଘ ଆଜି ଭୁବନେଶ୍ୱର ସ୍ଥିତ ଲୋୟର ପି ଏମ ଜି ରେ ଧାରଣା ଦେଇଛି।Body:8 ବର୍ଷ ତଳେ ହୋଇଥିବା ଏନକାଉଣ୍ଟର ର ନ୍ୟାୟ ଦାବି ରାଜଧାନୀ ରେ ଗଜିଲା କନ୍ଧମାଳ ବ୍ରହ୍ମଣି ଗାଁ ସଙ୍ଘ ।

2012 ରେ ପୋଲିସ ଗୁଳି କନ୍ଦମାଳ ଭାଲିଗୁଡା ରେ 5 ଜଣ ନିରୀହ ଆଦିବାସୀ ଙ୍କ ମୃତ୍ୟୁ ଘଟଣା ରେ ଆଜି ରାଜରାସ୍ତାରେ କନ୍ଧମାଳ ବ୍ରହ୍ମଣି ଗାଁ ସଙ୍ଘ । ଦଳିତ ଆଦିବାସୀ ଯେତେବେଳେ ପ୍ରଜା କୋଟ ରୁ ଫେରୁଥିଲେ ପୋଲିସ ସେହି ପାଞ୍ଚଜଣ ଆଦିବାସୀ ଙ୍କୁ ମାଓବାଦୀ ର ମିଥ୍ୟା ଅଭିଯୋଗ ରେ ଏନକାଉଣ୍ଟର କରିଥିଲା ବୋଲି ସଂଘ ପ୍ରକାଶ କରିଛି। ବର୍ତ୍ତମାନ ଏହାର ଉଚ୍ଚ ତଦନ୍ତ ସହ ମୃତ୍ୟୁ ଘଟି ଥିବା ପାରିବାର ଲୋକଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ସରକାର ଦିଅନ୍ତୁ ବୋଲି ସଂଘ ଆଜି ଭୁବନେଶ୍ୱର ସ୍ଥିତ ଲୋୟର ପି ଏମ ଜି ରେ ଧାରଣା ଦେଇଛି।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.