ETV Bharat / city

କାଳିଆ ଯୋଜନାରେ 2 ଲକ୍ଷ 66 ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ - ଉପକୂଳବର୍ତ୍ତୀ ଜିଲ୍ଲା

କାଳିଆ ଯୋଜନାରେ2 ଲକ୍ଷ 66 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । 31ସୁଦ୍ଧା ବ୍ଲକ ଓ ଜିଲ୍ଲା ସ୍ତରରେ ଯାଞ୍ଚ ସରିବାକୁ ଥିବାବେଳେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା 5 ଲକ୍ଷ ଛୁଇଁବ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 22, 2019, 2:52 PM IST

ଭୁବନେଶ୍ବର: ଚିହ୍ନଟ ହେଲେ ଅଯୋଗ୍ୟ ହିତାଧିକାରୀ । କାଳିଆ ଯୋଜନାରେ2 ଲକ୍ଷ 66 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏମାନେ 5000 ତାଙ୍କ ଲେଖାଏଁ ପାଇଛନ୍ତି । ଆଉ କିଛି ହିତାଧିକାରୀ ଦ୍ଵିତୀୟ କିସ୍ତି ବି ପାଇଛନ୍ତି । ଯାହାର ମୂଲ୍ୟ ପ୍ରାୟ 135 କୋଟି ଟଙ୍କା ହେବ। ଏତେ ପରିମାଣର ଟଙ୍କା କିପରି ଫେରସ୍ତ ପାଇବେ ସରକାର ତାକୁ ନେଇ ତନାଘନା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

36 ଲକ୍ଷ 88 ହଜାର ହିତାଧିକାରୀଙ୍କ ତାଲିକା ଯାଞ୍ଚ ଶେଷ ହୋଇଛି । ଗତ 22 ସୁଦ୍ଧା ଏହି ଯାଞ୍ଚ ହୋଇଛି । 31ସୁଦ୍ଧା ବ୍ଲକ ଓ ଜିଲ୍ଲା ସ୍ତରରେ ଯାଞ୍ଚ ସରିବାକୁ ଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା 5 ଲକ୍ଷ ଛୁଇଁବ ।

ଉପକୂଳବର୍ତ୍ତୀ ଜିଲ୍ଲାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ ରହିଛି । ସେମାନଙ୍କ ଠାରୁ କିପରି ଟଙ୍କା ଫେରସ୍ତ ହେବ ସେନେଇ ଖସଡ଼ା ପ୍ରସ୍ତୁତ କରୁଛି ବିଭାଗ । ଅନେକ ହିତାଧିକାରୀ ନିଜ ଆଡୁ ଟଙ୍କା ଫେରସ୍ତ କରିଛନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଚିହ୍ନଟ ହେଲେ ଅଯୋଗ୍ୟ ହିତାଧିକାରୀ। 2 ଲକ୍ଷ 66 ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ହୋଇଛନ୍ତି। ଏମାନେ 5000 ତାଙ୍କ ଲେଖାଏଁ ପାଇଛନ୍ତି। ଆଉ କିଛି ହିତାଧିକାରୀ ଦ୍ଵିତୀୟ କିସ୍ତି ବି ପାଇଛନ୍ତି। ଯାହାର ମୁଲ୍ୟ ପ୍ରାୟ 135 କୋଟି ଟଙ୍କା ହେବ। ଏତେ ପରିମାଣର ତାଙ୍କ କିପରି ଫେରସ୍ତ ପାଇବେ ସରକାର ତାକୁ ନେଇ ତନାଘନା ଆରମ୍ଭ ହୋଇଛି।

36 ଲକ୍ଷ 88 ହଜାର ହିତାଧିକାରୀଙ୍କ ତାଲିକା ଯାଂଚ ଶେଷ ହୋଇଛି। ଗତ 22 ସୁଦ୍ଧା ଏହି ଯାଂଚ ହୋଇଛି। 31ରେ ସରିବ ଯାଂଚ। ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା 5 ଲକ୍ଷ ଛୁଇଁବ। ଉପକୂଳର୍ବୀ ଜିଲ୍ଲାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ। ସେମାନଂକ ଠାରୁ କିପରି ତାଙ୍କ ଫେରସ୍ତ ହେବ ସେନେଇ ଖସଡ଼ା ପ୍ରସ୍ତୁତ କରୁଛି ବିଭାଗ। ଅନେକ ହିତାଧିକାରୀ ନିଜ ଆଡୁ ତାଙ୍କ ଫେରସ୍ତ କରିଛନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

Body:ବାଇଟ ଅରୁଣ ସାହୁ, କୃଷିମନ୍ତ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.