ETV Bharat / city

ବଦଳିଲେ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ

author img

By

Published : May 13, 2021, 12:30 PM IST

Updated : May 13, 2021, 4:55 PM IST

ଜେଲ ସୁପରିଟେଣ୍ଡେଣ୍ଟ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଅଧିକ ପଢନ୍ତୁ...

ଜେଲ ସୁପରିଟେଣ୍ଡ ସ୍ତରରେ ଅଦଳବଦଳ, ବଦଳିଲେ ଝାରପଡା ଜେଲ ସୁପରିଟେଣ୍ଡ

ଭୁବନେଶ୍ବର: ଜେଲ ସୁପରିଟେଣ୍ଡେଣ୍ଟ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଝାରପଡା ଜେଲର ସୁପରିଟେଣ୍ଡଣ୍ଟକୁ ବଲାଙ୍ଗୀର ଜିଲ୍ଲା ଜେଲକୁ ବଦଳି କରାଯାଇଛି । ତେବେ ଜେଲରେ ନିଶା କାରବାର ମୋବାଇଲ ଅବାଧ ଏଣ୍ଟ୍ରି ନେଇ ଏହି ଅଦଳବଦଳ କରାଯାଇଛି ।

ତାଙ୍କ ସ୍ଥାନରେ ପୁରୀ ଜିଲ୍ଲା ଜେଲ୍ ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ବାଳଙ୍କୁ ଅଣାଯାଇଛି । ସେହିପରି ପୁରୀକୁ ବଲାଙ୍ଗିର ଜେଲର ସୁପରିଟେଣ୍ଡେଣ୍ଟ ଉର୍ମିଳା ମିଂଜକୁ ବଦଳି କରାଯାଇଛି । ଜେଲ ବିଭାଗୀୟ ପ୍ରଶାସନିକ ଅଧିକାରୀ ଏନେଇ ଏକ ସ୍ବତନ୍ତ୍ର ନୋଟିଫିକେସନ ଜାରି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : May 13, 2021, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.