ETV Bharat / city

ଓଡିଶାକୁ ଭୂସ୍ବର୍ଗରୁ ଆମନ୍ତ୍ରଣ

author img

By

Published : Mar 7, 2021, 8:29 AM IST

ଓଡିଶାକୁ ଆମନ୍ତ୍ରଣ କଲା ଜମ୍ମୁ-କାଶ୍ମୀର ପର୍ଯ୍ୟଟନ ବିଭାଗ । ଭୂସ୍ବର୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଅନୁରୋଧ କରିଛି ଜମ୍ମୁ-କାଶ୍ମୀର । ଅଧିକ ପଢନ୍ତୁ...

ଓଡିଶାକୁ ଭୂସ୍ବର୍ଗରୁ ଆମନ୍ତ୍ରଣ
ଓଡିଶାକୁ ଭୂସ୍ବର୍ଗରୁ ଆମନ୍ତ୍ରଣ

ଭୁବନେଶ୍ବର: ଓଡିଶାକୁ ଆମନ୍ତ୍ରଣ କଲା ଜମ୍ମୁ-କାଶ୍ମୀର । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ନିମନ୍ତ୍ରଣ କଲା ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ବିଭାଗ । ଭୁବନେଶ୍ବରର ଏକ ରୋଡ ଶୋ’ ସମ୍ମିଳନୀ ଜରିଆରେ ଅନୁରୋଧ କରିଛି ଜମ୍ମୁ-କାଶ୍ମୀର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ।

ଓଡିଶାକୁ ଭୂସ୍ବର୍ଗରୁ ଆମନ୍ତ୍ରଣ

ଦେଶର ଭୂସ୍ବର୍ଗ ବୋଲାଉଥିବା ଜମ୍ମୁ-କାଶ୍ମୀର କୋଭିଡ ପରେ ଆହୁରି ସୁନ୍ଦର ଦେଖାଯାଉଛି । ଏପ୍ରିଲ ପ୍ରଥମ ସପ୍ତାହରେ ଟୁଲିପ ଗାର୍ଡେନ ଖୋଲିବ, ଆରମ୍ଭ ହେବ ଅଲମଣ୍ଡ ବ୍ଲୁମ ଫେଷ୍ଟିଭାଲ, ଖରାଋତୁରେ ହାଉସବୋଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଯାହାକୁ ଏହା ବ୍ୟତୀତ ଡାଲ ହ୍ରାଦ, ଚିନାର ଗଛ, ପାହାଡି ଝରଣା, ସ୍ନୋ ଫଲ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଏହାସହ ହାଉସବୋଟ, ହୋଟେଲରେ ରହଣି ବିଭିନ୍ନ କ୍ଷେତ୍ରରେ ସ୍ପେଶାଲ ରିହାତି ମିଳିବ ବୋଲି ପର୍ଯ୍ୟଟନ ବିଭାଗ ପ୍ରତିଶୃତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.