ETV Bharat / city

ସିବିଏସଇ ଟପ୍ପର ଅଭିଳାଷାଙ୍କ ମୁହଁରୁ ସଫଳତାର କାହାଣୀ... - interview

ସୋମବାର ପ୍ରକାଶ ପାଇଛି ସିବିଏସଇ(CBSE) ଦଶମ ପରୀକ୍ଷା ଫଳ । ଅଭିଳାଷା କୁମାରୀ ଓ ଅକ୍ଷୟ ଦାସ 98.80 ଶତକଡ଼ା ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 6, 2019, 11:40 PM IST

ଭୁବନେଶ୍ବର: ସୋମବାର ପ୍ରକାଶ ପାଇଛି ସିବିଏସଇ(CBSE) ଦଶମ ପରୀକ୍ଷା ଫଳ । ଦେଶବ୍ୟାପୀ ପରୀକ୍ଷା ଦେଇଥିଲେ ୧୮ ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀ, ଫେବୃଆରି ୨୧ରୁ ମାର୍ଚ୍ଚ 29 ପର୍ଯ୍ୟନ୍ତ ଚାଲିଥିଲା ଏହି ପରୀକ୍ଷା । ତେବେ ଏହି ପରୀକ୍ଷାରେ ୟୁନିଟ 8 ଡିଏଭି ସ୍କୁଲ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି । ଅଭିଳାଷା କୁମାରୀ ଓ ଅକ୍ଷୟ ଦାସ 98.80 ଶତକଡ଼ା ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଆମ ପ୍ରତିନିଧି ଡିଏଭି ଟପ୍ପର ଅଭିଳାଷାଙ୍କ ସହ ସାକ୍ଷାତକାର କରିଥିଲେ । ତେବେ ସେ ନିଜର ସଫଳତାର ଶ୍ରେୟ ନିଜ ମାତା ପିତାଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି । ଏହାସହ ତାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ସେ ଆଜି ଟପ୍ପର ହୋଇଥିବା କହିଛନ୍ତି ଅଭିଳାଷାଙ୍କ ପିତା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.