ETV Bharat / city

ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

ସ୍ଥାନୀୟ ଆଞ୍ଚଳିକ ଶିକ୍ଷା କେନ୍ଦ୍ରଠାରେ ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପକୁ ନେଇ ଆୟୋଜିତ ହୋଇଯାଇଛି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ।

importance of education in 21st century, bhubaneswar latest news, international seminar on education in bhubaneswar, ଭୁବନେଶ୍ବରରେ ଶିକ୍ଷା ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଏକବିଂଶ ଶତବ୍ଦୀରେ ଶିକ୍ଷାର ଗୁରୁତ୍ବ
ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ
author img

By

Published : Feb 24, 2020, 5:06 AM IST

ଭୁବନେଶ୍ବର: ସ୍ଥାନୀୟ ଆଞ୍ଚଳିକ ଶିକ୍ଷା କେନ୍ଦ୍ରଠାରେ ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପକୁ ନେଇ ଆୟୋଜିତ ହୋଇଯାଇଛି ଏକ ଅନ୍ତର୍ଜାତୀୟ ସମ୍ମିଳନୀ । ଯେଉଁଥିରେ ଭବିଷ୍ୟତର ପୀଢି ଆଗାମୀ ଦିନରେ କିପରି ସମାଜରେ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ ଦିଗରେ ବିଚାର କରିପାରିବ ଓ ସେଥିରେ ଶିକ୍ଷାର ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ରହିବ ତାହା ଆଲୋଚନା କରାଯାଇଥିଲା ।

ଏକବିଂଶ ଶତାବ୍ଦୀରେ ଶିକ୍ଷାର ସ୍ବରୂପ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

3 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ଅନୁସନ୍ଧାନକାରୀ ଓ ଶିକ୍ଷାବିତ ଭାଗ ନେଇ ସେମାନଙ୍କ ଗବେଷଣା ନିବନ୍ଧ ଉପସ୍ଥାପନ କରିଥିଲେ । ଏଥିସହ କିପରି ଆଗାମୀ ପୀଢିକୁ ମୁଲ୍ୟଯୁକ୍ତ, ସଂସ୍କାର ଓ ସଂସ୍କୃତି ସମ୍ପନ୍ନ କରାଯିବ ତାହା ଆଲୋଚନା କରିଥିଲେ । ନୂତନ ଜ୍ଞାନ କୌଶଳର ବ୍ୟବହାରକୁ ରୋଜଗାରର ମାଧ୍ୟମ କିପରି କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.