ETV Bharat / city

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ 4 ଅଭିଯୁକ୍ତ କୋର୍ଟ ଚାଲାଣ - Eight accused have forward in court

ନାବାଳିକା ଗଣଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ ହୋଇଛନ୍ତି ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତଙ୍କୁ ପୋସ୍କୋ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ। ଅଧିକ ପଢନ୍ତୁ...

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ 4 ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Dec 14, 2020, 10:09 PM IST

ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ ହୋଇଛନ୍ତି ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତଙ୍କୁ ପୋସ୍କୋ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ 4 ଅଭିଯୁକ୍ତ କୋର୍ଟ ଚାଲାଣ

ଗଣମାଧ୍ଯମ ସଂସ୍ଥାରର ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଗ୍ରୁପ-4 ସିକ୍ୟୁରିଟି ସଂସ୍ଥାର ଦୁଇ ସିକ୍ୟୁରିଟି ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତଙ୍କୁ ମଧ୍ୟ ହାଜର କଲା କ୍ରାଇମବ୍ରାଞ୍ଚ । ୪ ଅଭିଯୁକ୍ତଙ୍କର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ ଅନିରୁଦ୍ଧଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଶ୍ରୀ ବିହାରରେ ଥିବା ବାରାକରୁ ଗ୍ରୁପ-4 ସିକ୍ୟୁରିଟି ସଂସ୍ଥାର ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.