ETV Bharat / city

ଇଣ୍ଡିଆ ଷ୍ଟେଟ ଫରେଷ୍ଟ ରିପୋର୍ଟ ଉନ୍ମୋଚିତ; ରାଜ୍ୟରେ ବଢିଛି ହେନ୍ତାଳ ଜଙ୍ଗଲ

2015 ପ୍ୟାରିସ ଜଳବାୟୁ ଚୁକ୍ତି ଅନୁସାରେ ଜଙ୍ଗଲ ପରିବେଶ ବିଭାଗ କାମ କରୁଛି । ଦେଶରେ ବଢୁଛି ଜଙ୍ଗଲ । ଯାହା ଦେଶପାଇଁ ଶୁଭଙ୍କର ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ।

PHOTO
Prakash javedkar
author img

By

Published : Dec 30, 2019, 8:04 PM IST

ଭୁବନେଶ୍ବର: ଦେଶରେ ବଢିଛି ଜଙ୍ଗଲ । ରାଜ୍ୟରେ ମଧ୍ୟ ଆଶା ଅନୁଯାୟୀ ବଢିଛି । ରାଜ୍ୟରେ 274 ବର୍ଗ କିଲୋମିଟର ଜଙ୍ଗଲ ବଢିଛି । 2017 ତୁଳନାରେ ଚଳିତବର୍ଷ ଏହା ବୃଦ୍ଧି ପାଇଛି । ରାଜ୍ୟର ମୋଟ ଭୂଭାଗ ଅଞ୍ଚଳର 33.15% ଜଙ୍ଗଲ ରହିଛି ।

PHOTO
ରାଜ୍ୟରେ ବଢିଛି ହେନ୍ତାଳ ଜଙ୍ଗଳ

‘ଇଣ୍ଡିଆ ଷ୍ଟେଟ ଫରେଷ୍ଟ’ ରିପୋର୍ଟ ଅନୁସାରେ ଭୌଗୋଳିକ ଆୟତନ ଦୃଷ୍ଟିରୁ ଓଡିଶା ହେଉଛି ଦେଶର ଚତୁର୍ଥ ବୃହତ ରାଜ୍ୟ । ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ ପରେ ଓଡିଶାର ସ୍ଥାନ ରହିଛି । ମଧ୍ୟପ୍ରଦେଶ 77,482 ବର୍ଗ କିମି, ଅରୁଣାଚଳ ପ୍ରଦେଶ 66,688, ଛତିଶଗଡରେ 55,611 ବର୍ଗ କିଲୋମିଟର ଜଙ୍ଗଲ ରହିଛି । ଏହାପଛକୁ ରହିଛି ଓଡିଶା । 51, 619 ବର୍ଗ କିଲୋମିଟର ଜଙ୍ଗଲ ରହିଛି । ସେହିପରି 2017 ତୁଳନାରେ 8 ପ୍ରତିଶତ ନଳବନ ସୃଷ୍ଟି ହୋଇଛି । ଏବେ ରାଜ୍ୟରେ ଦେଶର 5.04% ନାଳବନ ରହିଛି । ପଶ୍ଚିମବଙ୍ଗ ରେ ସର୍ବାଧିକ 42.45% ରହିଛି ।

PHOTO
ରାଜ୍ୟରେ ବଢିଛି ହେନ୍ତାଳ ଜଙ୍ଗଳ

କର୍ଣ୍ଣାଟକରେ ୧,୦୨୫ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୯୯୦ କିମି ଓ କେରଳରେ ୮୨୩ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଛି । ଆଜି ରିପୋର୍ଟ ଉନ୍ମୋଚନ କରି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଦେଶରେ ଜଙ୍ଗଲ ବୃଦ୍ଧି ପାଇଥିବାରୁ ଏହି ରିପୋର୍ଟ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିଛି ବୋଲି ମନ୍ତ୍ରୀ କହିଛନ୍ତି । ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଥିବା ଚୁକ୍ତି ଅନୁସାରେ ଆମେ କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ 274 ବର୍ଗ କିଲୋମିଟର ଜଙ୍ଗଲ ବଢିଛି। 2017 ତୁଳନାରେ ଚଳିତବର୍ଷ ଏହା ବୃଦ୍ଧି ପାଇଛି। ରାଜ୍ୟର ମୋଟ ଭୌଗଳିକ ଅଂଚଳର 33.15% ଜଙ୍ଗଲ ରହିଛି।ଇଣ୍ଡିଆ ଷ୍ଟେଟ ଫରେଷ୍ଟ ରିପୋର୍ଟ ଅନୁସାରେ ଭୌଗୋଳିକ ଆୟତନ ଦୃଷ୍ଟିରୁ ଓଡିଶା ହେଉଛି ଦେଶର ଚତୁର୍ଥ ବୃହତ ରାଜ୍ୟ।ମଧ୍ୟପ୍ରଦେଶ, ଅରୁନାଚଳ ପ୍ରଦେଶ, ଛତିଶଗଡ଼ ପରେ ଓଡିଶାର ସ୍ଥାନ ରହିଛି।ମଧ୍ୟପ୍ରଦେଶ 77,482 ବର୍ଗ କିମି, ଅରୁନାଚଳ ପ୍ରଦେଶ 66,688, ଛତିଶଗଡ଼ 55,611 ବର୍ଗ କିଲୋମିଟର ଜଙ୍ଗଲ ରହିଛି। ଏହାପଚାରେ ରହିଛି ଓଡିଶା। ଓଡ଼ିଶାର 51, 619 ବର୍ଗ କିଲୋମିଟର ଜଙ୍ଗଲ ଏରିଆ ରହିଛି। ସେହିପରି 2017 ତୁଳନାରେ 8 ପ୍ରତିଶତ ନଳବନ ସୃଷ୍ଟି ହୋଇଛି।ଏବେ ଓଡ଼ିଶାରେ ଦେଶର 5.04% ନାଳବନ ରହିଛି। ପଶ୍ଚିମବଙ୍ଗ ରର ସର୍ବାଧିକ 42.45% ରହିଛି।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.