ETV Bharat / city

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହେଲା ୭୫ତମ ସ୍ବାଧୀନତା ଦିବସ

author img

By

Published : Aug 15, 2021, 12:42 PM IST

ଆଜି ଦେଶ ପାଳୁଛି ୭୫ ତମ ସ୍ବାଧିନତା ଦିବସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ପାଳିତ ହୋଇଛି ସ୍ବାଧୀନତା ଦିବସ । ଅଧିକ ପଢନ୍ତୁ....

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହେଲା ୭୫ ତମ ସ୍ବାଧୀନତା ଦିବସ

ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୫ ତମ ସ୍ବାଧୀନତା ଦିବସ । ଏ ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଛି ୭୫ ତମ ସ୍ବାଧୀନତା ଦିବସ । ପତାକା ଉତ୍ତୋଳନ କରିଛନ୍ତି ବିଜେପି ରାଜ୍ୟସଭାପତି ସମୀର ମହାନ୍ତି।

ଏହି ଅବସରରେ ସମୀର ମହାନ୍ତି କହିଛନ୍ତି 75ତମ ସ୍ଵାଧୀନତା ଦିବସ ଅବସରରେ ଅମୃତ ବର୍ଷ ନାମରେ ଗୋଟିଏ ବର୍ଷର କାର୍ଯ୍ୟକ୍ରମ ଦେଶ ସାରା ପାଳନ କରାଯିବ । ଏହା ସହିତ ସ୍ବାଧୀନ ଭାରତରେ ଯୁବପିଢୀଙ୍କ ଭୂମିକା ସହିତ ସେମାନଙ୍କ ଉତ୍ସର୍ଗୀକୃତ ଅବଦାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.