ETV Bharat / city

Picnic Restricted: ବଟାନିକାଲ ଗାର୍ଡେନରେ ମାସ ଶେଷ ଯାଏଁ ପିକନିକ୍ ମନା - ବଟାନିକାଲ ଗାର୍ଡେନ ଭୁବନେଶ୍ବର

ବର୍ତ୍ତମାନ ମହାମାରୀର ନୂଆ ରୂପ ଓମିକ୍ରନର ପ୍ରଭାବ ଓ ସଂକ୍ରମଣ ଦେଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବଡ ନିଷ୍ପତ୍ତି । ଏକମାସ ପର୍ଯ୍ୟନ୍ତ ନନ୍ଦନକାନନ ବଟାନିକାଲ ଗାର୍ଡେନରେ ବନ୍ଦ ରହିବ ଭୋଜି ଭାତ ତଥା ପିକନିକ । ଅଧିକ ପଢନ୍ତୁ

Picnics restricted
Picnics restricted
author img

By

Published : Jan 3, 2022, 8:23 PM IST

ଭୁବନେଶ୍ବର: ବର୍ତ୍ତମାନ ମହାମାରୀର ନୂଆ ରୂପ ଓମିକ୍ରନର ପ୍ରଭାବ ଓ ସଂକ୍ରମଣ ଦେଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବଡ ନିଷ୍ପତ୍ତି । ଏକମାସ ପର୍ଯ୍ୟନ୍ତ ନନ୍ଦନକାନନ ବଟାନିକାଲ ଗାର୍ଡେନରେ ବନ୍ଦ ରହିବ ଭୋଜି ଭାତ ତଥା ପିକନିକ (Picnics restricted in State Botanical Garden) ।

Picnics restricted
Picnics restricted: ବଟାନିକାଲ ଗାର୍ଡେନରେ ମାସ ଶେଷ ଯାଏଁ ପିକନିକ ମନା

ଏନେଇ ଆଜି ନନ୍ଦନକାନନ ଉପ-ନିର୍ଦ୍ଦେଶକ (Deputy Director Nandankanan Zoological Park) ଙ୍କ ମାର୍ଫତରେ ଜାରି ହୋଇଥିବା ଏକ ନୋଟିସ ଅନୁସାରେ ଓମିକ୍ରନର ପ୍ରଭାବ ଓ ସଂକ୍ରମଣ ଦେଖି ରାଜ୍ୟ ବଟାନିକାଲ ଗାର୍ଡେନରେ ସମସ୍ତ ପ୍ରକାରର ପିକନିକ ଆୟୋଜନ ଉପରେ କଟକଣା ଲଗାଯାଇଛି । ଅର୍ଥାତ ଜାନୁୟାରୀ ପ୍ରଥମରୁ ଶେଷ ଯାଏଁ ପର୍ଯ୍ୟଟକ ମାନେ ବଟାନିକାଲ ଗାର୍ଡେନରେ ପିକନିକ କରିପାରିବେ ନାହିଁ ।

ଏହି ସମୟ ମଧ୍ୟରେ ପର୍ଯ୍ୟଟକ ମାନେ ପିକନିକ ପାଇଁ ପଣ୍ଡି ସଂରକ୍ଷଣ ବାବଦକୁ ଦେଇଥିବା ଅଗ୍ରୀମ ଅର୍ଥ ଆସନ୍ତା 10 ଦିନ ମଧ୍ୟରେ ଫେରାଇ ଦିଆଯିବ । ଏହାଛଡା ବଟାନିକାଲ ଗାର୍ଡେନ ବୁଲିବା ପାଇଁ ଅଫଲାଇନ ଓ ଅନଲାଇନ ଟିକେଟ ଉପଲବ୍ଧ ରହିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.