ଭୁବନେଶ୍ବର : ରାଜ୍ୟରେ କରୋନା ଆରୋଗ୍ୟ ସଂଖ୍ୟା 3 ଲକ୍ଷ ଛୁଇଁଛି। ରାଜ୍ୟରେ କେବଳ ଆଜି(ଶନିବାର) 802 ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 10 ହଜାର 549 । ସେପଟେ ଆଜି(ଶନିବାର) ଖୋର୍ଦ୍ଧାରେ ସର୍ବାଧିକ ଆରୋଗ୍ୟ ହୋଇଛନ୍ତି।
ଖୋର୍ଦ୍ଧାରେ 104 ଜଣ, ସୁନ୍ଦରଗଡରେ 80, ମୟୁରଭଞ୍ଜରେ 56, ଅନୁଗୁଳରେ 43, ଜଗତସିଂହପୁରରେ 51, କଟକରେ 70, ନୂଆପଡାରେ 49, କେନ୍ଦ୍ରାପଡାରେ 32, ବଲାଙ୍ଗିରରେ 29, ପୁରୀରେ 27, କୋରାପୁଟରେ 26, ଯାଜପୁରରେ 25, କେନ୍ଦୁଝରରେ 22, ବରଗଡରେ 21, ଭଦ୍ରକରେ 20, କଳାହାଣ୍ଡିରେ 20, ସମ୍ବଲପୁରରେ 19, ବାଲେଶ୍ୱରରେ 15, ଝରସୁଗୁଡ଼ା ରେ 11, ମାଲକାନଗିରିରେ 11, ଗଂଜାମ ରେ 10 , ନବରଙ୍ଗପୁରରେ 10, ଢେଙ୍କାନଲରେ 8, ନୟାଗଡରେ 7, କନ୍ଧମାଳରେ 6, ରାୟଗଡାରେ 3 ଦେଓଗଡ଼ରେ 2 ଗଜପତିରେ 2 ଓ ଷ୍ଟେଟ ପୁଲରେ 23 ଜଣ ଆରୋଗ୍ୟ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
ରାଜ୍ୟରେ ଆଜି କୋରୋନାରୁ ଆରୋଗ୍ୟ ହେଲେ 802
ଆଜି(ଶନିବାର) 802 ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 10 ହଜାର 549 । ଅଧିକ ପଢନ୍ତୁ...