ETV Bharat / city

ରାଜ୍ୟର 8 ଜିଲ୍ଲାରୁ 9 ଜଣଙ୍କ ପ୍ରାଣ ନେଲା କୋରୋନା

author img

By

Published : Sep 21, 2020, 12:12 PM IST

ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 9 ଜଣଙ୍କ ପ୍ରାଣ ନେଲା କୋରୋନା । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 710କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ରାଜ୍ୟର 9 ଜିଲ୍ଲାରୁ 8 ଜଣଙ୍କ ପ୍ରାଣ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 710

ଭୁବନେଶ୍ବର:ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 9 ଜଣଙ୍କ ପ୍ରାଣ ନେଲା କୋରୋନା । 8 ଜିଲ୍ଲାରୁ 9 ଜଣଙ୍କ ପ୍ରାଣ ନେଇଛି ଏହି ମହାମାରୀ । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 710କୁ ବୃଦ୍ଧି ପାଇଛି ।

କୋରୋନାରେ ପ୍ରାଣ ହରାଇଥିବା 9 ଜଣ ମୃତକଙ୍କ ମଧ୍ୟରୁ କେନ୍ଦୁଝରର 2 ଜଣ ଥିବାବେଳେ ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ଅଛନ୍ତି । ବାଲେଶ୍ବରରୁ 48 ବର୍ଷୀୟ ବ୍ୟକ୍ତି, ଜଗତସିଂହପୁରରୁ 30 ବର୍ଷୀୟ ମହିଳା, କନ୍ଧମାଳରୁ 54 ବର୍ଷୀୟ ବ୍ୟକ୍ତି, କେନ୍ଦୁଝରରୁ 38 ବର୍ଷୀୟ ପୁରୁଷ ଓ 59 ବର୍ଷୀୟ ଜଣେ ବ୍ୟକ୍ତି ଅଛନ୍ତି । ସେହିପରି ଖୋର୍ଦ୍ଧାରୁ 90 ବର୍ଷୀୟ ବୃଦ୍ଧ, ମୟୂରଭଞ୍ଜରୁ 74 ବର୍ଷୀୟ ବୃଦ୍ଧ, ନବରଙ୍ଗପୁରରୁ 29 ବର୍ଷୀୟ ଯୁବକ ଓ ନୟାଗଡରୁ 51 ବର୍ଷୀୟ ପୁରୁଷ ଅଛନ୍ତି ।

ତେବେ ମୃତକ ସମସ୍ତେ କୋରୋନା ଆକ୍ରାନ୍ତ ହେବା ସହ ଅନ୍ୟ ରୋଗରେ ପୀଡିତ ଥିଲେ । ସମସ୍ତେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କୋରୋନାରେ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.