ETV Bharat / city

ଓଡିଶାର ଏକମାତ୍ର ପଦ୍ମବିଭୂଷଣ ସୁଦର୍ଶନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - Padma Vibhushan award

ସାଧାରଣତନ୍ତ୍ର ଦିବସ ଅବସରରେ 2021 ପାଇଁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଓଡିଶାରୁ 6 ଜଣଙ୍କୁ ମିଳିଛି ପଦ୍ମସମ୍ମାନ ।

ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୂଷଣ
ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୂଷଣ
author img

By

Published : Jan 26, 2021, 3:30 PM IST

Updated : Jan 26, 2021, 7:17 PM IST

ଭୁବନେଶ୍ବର: ଚଳିତବର୍ଷ ପାଇଁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ସାଧାରଣତନ୍ତ୍ର ଦିବସ ଅବସରରେ 2021 ପାଇଁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଓଡିଶାରୁ 6 ଜଣଙ୍କୁ ମିଳିଛି ପଦ୍ମସମ୍ମାନ । ପଦ୍ମ ବିଭୂଷଣରେ ଜଣେ ମାତ୍ର ଓଡିଆ ସମ୍ମାନିତ ହୋଇଥିବା ବେଳେ 5 ଜଣଙ୍କୁ ମିଳିବ ପଦ୍ମଶ୍ରୀ । ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୂଷଣ ।

ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୂଷଣ

କଳା କ୍ଷେତ୍ରରେ ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୂଷଣ । କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନସେବା, ଔଷଧ ଓ ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥାଏ। ପଦ୍ମ ପୁରସ୍କାର ଭାରତ ସରକାରଙ୍କ ଦ୍ବାରା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଉଥିବା ଏକ ବେସାମରିକ ସମ୍ମାନ ।

ପଦ୍ମବିଭୂଷଣରେ ଜଣେ ମାତ୍ର ଓଡିଆ ସମ୍ମାନିତ ହୋଇଥିବା ବେଳେ କଳା କ୍ଷେତ୍ରରେ ସୁଦର୍ଶନ ସାହୁଙ୍କୁ ଦିଆଯାଇଥିବା ବେଳେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 26, 2021, 7:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.