ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 746 କୋରୋନା ଆକ୍ରାନ୍ତ - Covid Infected

ରାଜ୍ୟରୁ ଆଜି ଦିନକରେ 746 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 7ହଜାର 66ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 746 କୋରୋନା ଆକ୍ରାନ୍ତ

author img

By

Published : Sep 19, 2021, 7:23 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ 746 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 296 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 7ହଜାର 66 ଜଣ ସୁସ୍ଥ ହୋଇଛନ୍ତି ।

  • Another 746 Covid patients have recovered and are being discharged on 19.09.2021

    296 from Khordha
    112 from Cuttack
    41 from Baleswar
    26 from Jajapur
    24 from Kendrapara
    24 from Sundargarh
    20 from Mayurbhanj
    19 from Nayagarh
    17 from Jagatsinghpur
    15 from Bhadrak
    15 from Puri

    — H & FW Dept Odisha (@HFWOdisha) September 19, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୧୨, ପୁରୀରୁ ୧୫, ଅନୁଗୋଳରୁ ୫, ବରଗଡ଼ରୁ ୧୧, ଯାଜପୁରରୁ ୨୬, ମୟୂରଭଞ୍ଜରୁ ୨୦, ବଲାଙ୍ଗୀରରୁ ୩, ରାୟଗଡ଼ାରୁ ୬, ଗଞ୍ଜାମରୁ ୩, ଢେଙ୍କାନାଳରୁ ୬, କେନ୍ଦୁଝରରୁ ୫, ନୟାଗଡ଼ରୁ ୧୯, ଜଗତସିଂହପୁରରୁ ୧୭, ଝାରସୁଗୁଡାରୁ ୪, ନୂଆପଡାରୁ ୨, ସମ୍ବଲପୁରରୁ ୧୦, କୋରାପୁଟରୁ ୨, ବାଲେଶ୍ବରରୁ ୪୧, ଭଦ୍ରକରୁ ୧୫, ଦେବଗଡ଼ରୁ ୧, ମାଲକାନଗିରିରୁ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1007066

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.