ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 706 କୋରୋନା ଆକ୍ରାନ୍ତ

author img

By

Published : Sep 11, 2021, 7:28 PM IST

ରାଜ୍ୟରୁ ଆଜି ଦିନକରେ 706 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 12ଶହ 54ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 706 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 706 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 706 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 253 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 12ଶହ 54 ଜଣ ସୁସ୍ଥ ହୋଇଛନ୍ତି ।

  • Another 706 Covid patients have recovered and are being discharged on 11.09.2021

    253 from Khordha
    111 from Cuttack
    42 from Baleswar
    32 from Puri
    27 from Jagatsinghpur
    27 from Jajapur
    26 from Sundargarh
    20 from Mayurbhanj
    17 from Anugul
    14 from Dhenkanal
    11 from Keonjhar

    — H & FW Dept Odisha (@HFWOdisha) September 11, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 111, ପୁରୀରୁ 32, ଅନୁଗୋଳରୁ 17, ବରଗଡ଼ରୁ 1, ଯାଜପୁରରୁ 27, ମୟୂରଭଞ୍ଜରୁ 20, ରାୟଗଡ଼ାରୁ 6, ଗଞ୍ଜାମରୁ 6, ଢେଙ୍କାନାଳରୁ 14, କେନ୍ଦୁଝରରୁ 11, ନୟାଗଡ଼ରୁ 6 , ଜଗତସିଂହପୁରରୁ 27, ଝାରସୁଗୁଡାରୁ 5, କୋରାପୁଟରୁ 5, ବାଲେଶ୍ବରରୁ 42, ଭଦ୍ରକରୁ 6, ଦେବଗଡ଼ରୁ 10, ସୁନ୍ଦରଗଡରୁ 26, କନ୍ଧମାଳରୁ 2, ସୋନପୁରରୁ 1, ସମ୍ବଲପୁରରୁ 10 ଓ ଷ୍ଟେଟ୍‌ ପୁଲ୍‌ରୁ 59 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 10 from Deogarh
    10 from Sambalpur
    9 from Kendrapara
    6 from Bhadrak
    6 from Ganjam
    6 from Nayagarh
    6 from Rayagada
    5 from Jharsuguda
    5 from Koraput
    2 from Kandhamal
    1 from Bargarh
    1 from Sonepur
    59 from State Pool

    The total recovered cases of Odisha now stand at 1001254

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.