ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 682 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 253 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 2 ହଜାର ୮୧୦ ଜଣ ସୁସ୍ଥ ହୋଇଛନ୍ତି ।
-
13 from Kendrapara
— H & FW Dept Odisha (@HFWOdisha) September 13, 2021 " class="align-text-top noRightClick twitterSection" data="
11 from Nabarangpur
11 from Nayagarh
10 from Puri
9 from Rayagada
8 from Bhadrak
8 from Keonjhar
6 from Sonepur
5 from Ganjam
4 from Deogarh
4 from Kalahandi
3 from Jharsuguda
2 from Gajapati
2 from Koraput
2 from Malkangiri
48 from State Pool
">13 from Kendrapara
— H & FW Dept Odisha (@HFWOdisha) September 13, 2021
11 from Nabarangpur
11 from Nayagarh
10 from Puri
9 from Rayagada
8 from Bhadrak
8 from Keonjhar
6 from Sonepur
5 from Ganjam
4 from Deogarh
4 from Kalahandi
3 from Jharsuguda
2 from Gajapati
2 from Koraput
2 from Malkangiri
48 from State Pool13 from Kendrapara
— H & FW Dept Odisha (@HFWOdisha) September 13, 2021
11 from Nabarangpur
11 from Nayagarh
10 from Puri
9 from Rayagada
8 from Bhadrak
8 from Keonjhar
6 from Sonepur
5 from Ganjam
4 from Deogarh
4 from Kalahandi
3 from Jharsuguda
2 from Gajapati
2 from Koraput
2 from Malkangiri
48 from State Pool
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୯୩, ପୁରୀରୁ ୧୦, ଅନୁଗୋଳରୁ ୧୫, ବରଗଡ଼ରୁ ୧୪, ଯାଜପୁରରୁ ୩୨, ମୟୂରଭଞ୍ଜରୁ ୩୭, ରାୟଗଡ଼ାରୁ ୯, ଗଞ୍ଜାମରୁ ୫, ଢେଙ୍କାନାଳରୁ ୨୪, କେନ୍ଦୁଝରରୁ ୮, ନୟାଗଡ଼ରୁ ୧୧ , ଜଗତସିଂହପୁରରୁ ୧୭, ଝାରସୁଗୁଡାରୁ ୩, କୋରାପୁଟରୁ ୨, ବାଲେଶ୍ବରରୁ ୫୦, ଭଦ୍ରକରୁ ୮, ଦେବଗଡ଼ରୁ ୪, ସୁନ୍ଦରଗଡରୁ ୨୦, ସୋନପୁରରୁ ୬, ସମ୍ବଲପୁରରୁ ୧୬ ଓ ଷ୍ଟେଟ୍ ପୁଲ୍ରୁ ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
-
The total recovered cases of Odisha now stand at 1002810
— H & FW Dept Odisha (@HFWOdisha) September 13, 2021 " class="align-text-top noRightClick twitterSection" data="
">The total recovered cases of Odisha now stand at 1002810
— H & FW Dept Odisha (@HFWOdisha) September 13, 2021The total recovered cases of Odisha now stand at 1002810
— H & FW Dept Odisha (@HFWOdisha) September 13, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ