ETV Bharat / city

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 3341 କୋରୋନା ଆକ୍ରାନ୍ତ

author img

By

Published : Jul 9, 2021, 7:18 PM IST

ରାଜ୍ୟରୁ ଦିନକରେ 3341 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 6 ହଜାର 519 ରେ ପହଞ୍ଚିଲା । ଅଧିକ ପଢନ୍ତୁ..

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 3341 କୋରୋନା ଆକ୍ରାନ୍ତ
24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 3341 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଶୁକ୍ରବାର ରାଜ୍ୟରେ 3341 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 478 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 6 ହଜାର 519 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 3341 Covid patients have recovered and are being discharged on 09.07.2021

    478 from Khordha
    440 from Cuttack
    397 from Baleswar
    210 from Jajapur
    181 from Puri
    178 from Kendrapara
    177 from Jagatsinghpur
    176 from Bhadrak
    143 from Mayurbhanj
    107 from Nayagarh

    — H & FW Dept Odisha (@HFWOdisha) July 9, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 440, ପୁରୀରୁ 181, ବଲାଙ୍ଗୀରରୁ 21, ଝାରସୁଗୁଡ଼ାରୁ 12, ନୂଆପଡ଼ାରୁ 7, ବରଗଡ଼ରୁ 29, ନବରଙ୍ଗପୁରରୁ 21, ସମ୍ବଲପୁରରୁ 26, ଯାଜପୁରରୁ 210, କଳାହାଣ୍ଡିରୁ 11, ମୟୂରଭଞ୍ଜରୁ 143, ରାୟଗଡ଼ାରୁ 57, ଗଞ୍ଜାମରୁ 9, କେନ୍ଦୁଝରରୁ 94, ନୟାଗଡ଼ରୁ 107, ସୋନପୁରରୁ 26, ଜଗତସିଂହପୁରରୁ 177, କୋରାପୁଟରୁ 52, ବାଲେଶ୍ବରରୁ 397, ଭଦ୍ରକରୁ 176, ଗଜପତିରୁ 9, କେନ୍ଦ୍ରାପଡ଼ାରୁ 178, ଦେବଗଡ଼ରୁ 5, କନ୍ଧମାଳରୁ 25, ମାଲକାନଗିରିରୁ 98, ଢ଼େଙ୍କାନାଳରୁ 57, ବୌଦ୍ଧରୁ 42 ଓ ଷ୍ଟେଟ୍‌ ପୁଲ୍‌ରୁ 92 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 9 from Gajapati
    9 from Ganjam
    7 from Nuapada
    5 from Deogarh
    92 from State Pool

    The total recovered cases of Odisha now stand at 906519

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.