ETV Bharat / city

ଦିନକରେ ରାଜ୍ୟରୁ ଆଜି ସୁସ୍ଥ ହେଲେ 3258 କୋରୋନା ଆକ୍ରାନ୍ତ - Corona Recovered

ମଙ୍ଗଳବାର ରାଜ୍ୟରୁ 3258 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 8 ଲକ୍ଷ 97 ହଜାର 362ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ଦିନକରେ ରାଜ୍ୟାରୁ ସୁସ୍ଥ ହେଲେ 3258 କୋରୋନା ଆକ୍ରାନ୍ତ

author img

By

Published : Jul 6, 2021, 9:56 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ମଙ୍ଗଳବାର ରାଜ୍ୟରେ 3258 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 627 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 97 ହଜାର 362 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 3258 Covid patients have recovered and are being discharged on 06.07.2021

    627 from Khordha
    543 from Cuttack
    271 from Baleswar
    255 from Jajapur
    194 from Mayurbhanj
    171 from Puri
    167 from Bhadrak
    135 from Jagatsinghpur
    131 from Nayagarh
    74 from Malkangiri
    73 from Anugul

    — H & FW Dept Odisha (@HFWOdisha) July 6, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 543, ପୁରୀରୁ 171, ବଲାଙ୍ଗୀରରୁ 10, ଝାରସୁଗୁଡ଼ାରୁ 7, ନୂଆପଡ଼ାରୁ 8, ବରଗଡ଼ରୁ 19, ନବରଙ୍ଗପୁରରୁ 49, ସମ୍ବଲପୁରରୁ 23, ଯାଜପୁରରୁ 255, କଳାହାଣ୍ଡିରୁ 15, ମୟୂରଭଞ୍ଜରୁ 194, ରାୟଗଡ଼ାରୁ 49, ଗଞ୍ଜାମରୁ 22, କେନ୍ଦୁଝରରୁ 18, ନୟାଗଡ଼ରୁ 131, ସୋନପୁରରୁ 14, ଜଗତସିଂହପୁରରୁ 135, କୋରାପୁଟରୁ 64, ବାଲେଶ୍ବରରୁ 271, ଭଦ୍ରକରୁ 167, ଗଜପତିରୁ 17, କେନ୍ଦ୍ରାପଡ଼ାରୁ 54, ଦେବଗଡ଼ରୁ 3, କନ୍ଧମାଳରୁ 17, ମାଲକାନଗିରିରୁ 74, ଢ଼େଙ୍କାନାଳରୁ 71, ବୌଦ୍ଧରୁ 28 ଓ ଷ୍ଟେଟ୍‌ ପୁଲ୍‌ରୁ 95 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 8 from Nuapada
    7 from Jharsuguda
    3 from Deogarh
    95 from State Pool

    The total recovered cases of Odisha now stand at 897362

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.