ETV Bharat / city

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୩୪୧ କୋରୋନା ଆକ୍ରାନ୍ତ - Covid Recovered

ରାଜ୍ୟରୁ ଦିନକରେ ୨୩୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୫ ହଜାର ୭ରେ ପହଞ୍ଚିଲା । ଅଧିକ ପଢନ୍ତୁ..

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୩୪୧ କୋରୋନା ଆକ୍ରାନ୍ତ

author img

By

Published : Jul 20, 2021, 7:53 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ମଙ୍ଗଳବାର ରାଜ୍ୟରେ ୨୩୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୫୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୩୫ହଜାର ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 2341 Covid patients have recovered and are being discharged on 20.07.2021

    571 from Khordha
    286 from Cuttack
    164 from Baleswar
    141 from Puri
    121 from Kendrapara
    103 from Mayurbhanj
    98 from Jajapur
    76 from Jagatsinghpur
    72 from Nayagarh
    70 from Dhenkanal
    65 from Bhadrak

    — H & FW Dept Odisha (@HFWOdisha) July 20, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୨୮୬, ପୁରୀରୁ ୧୪୧, ବଲାଙ୍ଗୀରରୁ ୨୪, ଝାରସୁଗୁଡ଼ାରୁ ୧୭, ବରଗଡ଼ରୁ ୧୧, ନବରଙ୍ଗପୁରରୁ ୯, ସମ୍ବଲପୁରରୁ ୧୮, ଯାଜପୁରରୁ ୧୮୦, କଳାହାଣ୍ଡିରୁ ୨୩, ମୟୂରଭଞ୍ଜରୁ ୧୦୧, ରାୟଗଡ଼ାରୁ ୫୦, ଗଞ୍ଜାମରୁ ୧୧, କେନ୍ଦୁଝରରୁ ୫୯, ନୟାଗଡ଼ରୁ ୭୨, ସୋନପୁରରୁ ୧୪, ଜଗତସିଂହପୁରରୁ ୭୬, କୋରାପୁଟରୁ ୨୩, ବାଲେଶ୍ବରରୁ ୧୪୬, ଭଦ୍ରକରୁ ୬୫, କେନ୍ଦ୍ରାପଡ଼ାରୁ ୧୨୧, ଦେବଗଡ଼ରୁ ୭, କନ୍ଧମାଳରୁ ୨୧, ମାଲକାନଗିରିରୁ ୪୫, ଢ଼େଙ୍କାନାଳରୁ ୭୦, ବୌଦ୍ଧରୁ ୪ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 6 from Gajapati
    4 from Boudh
    3 from Nuapada
    117 from State Pool

    The total recovered cases of Odisha now stand at 935007

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.