ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 1167 ଆକ୍ରାନ୍ତ - Corona Infected

ରାଜ୍ୟରୁ ଆଜି ଦିନକରେ 1167 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 79 ହଜାର 407ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 1167 କୋରୋନା ଆକ୍ରାନ୍ତ

author img

By

Published : Aug 16, 2021, 7:39 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ସୋମବାର ରାଜ୍ୟରେ 1167 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 380 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 79 ହଜାର 407 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 1167 Covid patients have recovered and are being discharged on 16.08.2021

    380 from Khordha
    151 from Cuttack
    74 from Jagatsinghpur
    69 from Puri
    58 from Baleswar
    56 from Jajapur
    52 from Nayagarh
    35 from Mayurbhanj
    31 from Kendrapara
    26 from Anugul
    20 from Rayagada

    — H & FW Dept Odisha (@HFWOdisha) August 16, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 151, ପୁରୀରୁ 69, ଅନୁଗୋଳରୁ 26, ବଲାଙ୍ଗୀରରୁ 5, ବରଗଡ଼ରୁ 7, ଦେବଗଡରୁ 1, ସମ୍ବଲପୁରରୁ 3, ଯାଜପୁରରୁ 56, କଳାହାଣ୍ଡିରୁ 1, ମୟୂରଭଞ୍ଜରୁ 35, ରାୟଗଡ଼ାରୁ 20, ଗଞ୍ଜାମରୁ 3, କେନ୍ଦୁଝରରୁ 18, ନୟାଗଡ଼ରୁ 52, କେନ୍ଦ୍ରାପଡାରୁ ୩୧,ଝାରସୁଗୁଡାରୁ ୪, ସୁନ୍ଦରଗଡରୁ 19, ସୋନପୁରରୁ 2, ଜଗତସିଂହପୁରରୁ 74, କୋରାପୁଟରୁ 6, ବାଲେଶ୍ବରରୁ 58, ଭଦ୍ରକରୁ 16, ନୂଆପଡାରୁ 2, ଗଜପତିରୁ 3, କନ୍ଧମାଳରୁ 16, ମାଲକାନଗିରିରୁ 9, ଢ଼େଙ୍କାନାଳରୁ 16, ବୌଦ୍ଧରୁ 2 ଓ ଷ୍ଟେଟ୍‌ ପୁଲ୍‌ରୁ 82 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

  • 1 from Kalahandi
    82 from State Pool

    The total recovered cases of Odisha now stand at 979407

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.