ETV Bharat / city

ଶନିବାର ରାଜ୍ୟରୁ 3158 ଜଣ ଆକ୍ରାନ୍ତ ସୁସ୍ଥ

author img

By

Published : Jul 3, 2021, 8:39 PM IST

ରାଜ୍ୟରୁ ଦିନକରେ 3158 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 8 ଲକ୍ଷ 87 ହଜାର 420 ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ଶନିବାର ରାଜ୍ୟରୁ 3158 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଭୁବନେଶ୍ବର: ମହାମାରୀ କୋରୋନାରୁ ଶନିବାର ରାଜ୍ୟରେ 3158 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 511 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 87 ହଜାର 420 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 3158 Covid patients have recovered and are being discharged on 03.07.2021

    511 from Khordha
    384 from Cuttack
    332 from Jajapur
    174 from Baleswar
    168 from Bhadrak
    164 from Mayurbhanj
    159 from Puri
    149 from Nayagarh
    118 from Kendrapara
    112 from Jagatsinghpur

    — H & FW Dept Odisha (@HFWOdisha) July 3, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 384, ପୁରୀରୁ 159, ବଲାଙ୍ଗୀରରୁ 12, ଝାରସୁଗୁଡ଼ାରୁ 25, ନୂଆପଡ଼ାରୁ 14, ବରଗଡ଼ରୁ 40, ନବରଙ୍ଗପୁରରୁ 41, ସମ୍ବଲପୁରରୁ 15, ଯାଜପୁରରୁ 332, କଳାହାଣ୍ଡିରୁ 23, ମୟୂରଭଞ୍ଜରୁ 164, ରାୟଗଡ଼ାରୁ 64, ଗଞ୍ଜାମରୁ 19, କେନ୍ଦୁଝରରୁ 92, ନୟାଗଡ଼ରୁ 149, ସୋନପୁରରୁ 9, ଜଗତସିଂହପୁରରୁ 112, କୋରାପୁଟରୁ 74, ବାଲେଶ୍ବରରୁ 174, ଭଦ୍ରକରୁ 168, ଗଜପତିରୁ 19, କେନ୍ଦ୍ରାପଡ଼ାରୁ 118, ଦେବଗଡ଼ରୁ 6, କନ୍ଧମାଳରୁ 22, ମାଲକାନଗିରିରୁ 64, ଢ଼େଙ୍କାନାଳରୁ 36, ବୌଦ୍ଧରୁ 41 ଓ ଷ୍ଟେଟ୍‌ ପୁଲ୍‌ରୁ 89 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

  • 14 from Nuapada
    12 from Bolangir
    9 from Sonepur
    6 from Deogarh
    89 from State Pool

    The total recovered cases of Odisha now stand at 887420

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.