ETV Bharat / city

୨ୟ ଡୋଜ ଟିକାକୁ ଗୁରୁତ୍ବ, ଦୈନିକ ୪ ଲକ୍ଷ ଟୀକାକାରଣ କରିବାକୁ ଲକ୍ଷ୍ୟ - target 4 lakhs vaccine daily

ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ବିଭିନ୍ନ ସଚେତନତା କରୁଛନ୍ତି । ହେଲେ ଏବେବି ଦ୍ୱିତୀୟ ଡୋଜ ଟୀକାକରଣ କିଭଳି ଦିଆଯିବ, ସେନେଇ ବୈଠକରେ ହୋଇଛି ଆଲୋଚନା। ଦୈନିକ ୪ ଲକ୍ଷ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ...

୨ୟ ଡୋଜ ଟିକାକୁ ଗୁରୁତ୍ବ, ଦୈନିକ ୪ ଲକ୍ଷ ଟୀକାକାରଣ କରିବାକୁ ଲକ୍ଷ୍ୟ

author img

By

Published : Oct 28, 2021, 8:05 PM IST

Updated : Oct 28, 2021, 8:38 PM IST

ଭୁବନେଶ୍ବର: ରାଜ୍ୟରେ ଟୀକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ବହୁ ପରିମାଣରେ ଟିକା ଗଚ୍ଛିତ ରହିଛି। କେବଳ ଲୋକମାନେ ମନେ ପକାଇ ଆସିବେ ଟିକା ନେବା ପାଇଁ। ହେଲେ ଅଧିକାଂଶ ଲୋକେ ଟିକା ନେବାକୁ ଆସୁନଥିବା ନଜରକୁ ଆସିଛି। ଗତକାଲି(ବୁଧବାର) କେନ୍ଦ୍ର ସହ ଏକ ବୈଠକରେ ରାଜ୍ୟରେ ଦୈନିକ ୪ ଲକ୍ଷ ଟୀକାକରଣ ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏବେବି ଦ୍ୱିତୀୟ ଡୋଜ ପାଖାପାଖି ୨୪ ଲକ୍ଷ ଲୋକ ନେଇନାହାନ୍ତି ।

୨ୟ ଡୋଜ ଟିକାକୁ ଗୁରୁତ୍ବ, ଦୈନିକ ୪ ଲକ୍ଷ ଟୀକାକାରଣ କରିବାକୁ ଲକ୍ଷ୍ୟ

ବର୍ତ୍ତମାନ ରାଜ୍ୟରେ ଅପରାହ୍ନ ୪ଟା ସୁଦ୍ଧା ୩ କୋଟି ୬୬ ଲକ୍ଷ ୨୮ ହଜାର ୧୮୦ ଜଣ ଟିକା ନେଇଛନ୍ତି। ତେବେ ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୫୪ ଲକ୍ଷ ୫୦ ହଜାର ୩୭୭ ଓ ଦ୍ୱିତୀୟ ଡୋଜ ନେଇଛନ୍ତି ୧ କୋଟି ୧୧ ଲକ୍ଷ ୭୭ ହଜାର ୮୦୪ । ଆଜି ରାଜ୍ୟରେ ୧୯୧୦ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି । କୋଭିସିଲଡ଼ ୩ କୋଟି ୨୦ ଲକ୍ଷ ୮୬ ହଜାର ୧୧୩ ଜଣ ନେଇଥିବାବେଳେ କୋଭାକ୍ସିନ ନେଇଛନ୍ତି ୪୫ ଲକ୍ଷ ୩୬ ହଜାର ୨୦୩ ଜଣ ଟିକା ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 28, 2021, 8:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.