ETV Bharat / city

ସେକ୍ସ ରାକେଟ୍‌ର ନୂଆ ଟେକ୍‌ନିକ୍‌, ଜିମ ଗାର୍ଲ ବେଶରେ ବାଂଲା ଯୁବତୀ

ରାଜଧାନୀରେ ବଢୁଛି ବାଂଲାଦେଶୀ ଯୁବତୀଙ୍କ ଡିମାଣ୍ଡ । ଲୁଚାଛପା ନୁହେଁ ଖୁଲମଖୁଲା ଭାବେ ମିଳୁଛନ୍ତି ଯୁବତୀ । ଜିମ ଗାର୍ଲ ବେଶରେ ବୁଲୁଛନ୍ତି ଏହି ରୂପଜୀବୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

author img

By

Published : Dec 25, 2019, 10:49 PM IST

illegal sex racket in bhubaneswar
ସେକ୍ସ ରାକେଟ୍‌ର ନୂଆ ଟେକ୍‌ନିକ୍‌, ଜିମ ଗାର୍ଲ ବେଶରେ ବାଂଲା ଯୁବତୀ

ଭୁବନେଶ୍ବର: ଖୋଲିଲା ସେକ୍ସ ରାକେଟର ଟପ ସିକ୍ରେଟ । ସାମ୍ନାକୁ ଆସିଲା ଦେହ ବ୍ୟବସାୟର ନୂଆ ଉପାୟ । ଲୁଚାଛପାରେ ନୁହେଁ ଖୁଲମଖୁଲା ମିଳୁଛନ୍ତି ଯୁବତୀ । କାରଣ ଜିମ ଗାର୍ଲ ବେଶରେ ବାଂଲାଦେଶୀ ଯୁବତୀ । ଜିମରେ ଜୁଟୁଛନ୍ତି ଗ୍ରାହାକ । ଜିମ ଗାର୍ଲଙ୍କୁ କରୁଛନ୍ତି ଚୟନ । ରେଟ୍‌ ବି ଫିକ୍ସ ହେଉଛି ଦାମ ବି ମୁଲଚାଲ ହେଉଛି । ମନ ମୁତାବକ ଝିଅ ପସନ୍ଦ ପରେ ନିଜ ସାଥିରେ ନେଇ ଗ୍ରାହକ ଯାଉଛନ୍ତି ।

ଏମିତି ଢଙ୍ଗରେ ରାଜଧାନୀରେ ଚାଲୁଛି ହାଇପ୍ରୋଫାଇଲ ସେକ୍ସ ରାକେଟ । ଏହା ପଛରେ ଦଲାଲ ସାଜିଛନ୍ତି ଜିମର କିଛି ଟ୍ରେନର ଓ ମାଲିକ। ଯାହାକୁ ନେଇ ଖୁଲାସା କରିଛି ନକଲି ଆଧାରକାର୍ଡରେ ଧରାପଡିଥିବା ଜଣେ ବାଂଲାଦେଶୀ ରୂପଜୀବୀ । ଯେକି କିଛି ଦିନ ପୂର୍ବେ ଲକ୍ଷ୍ମୀସାଗର ଥାନା ଷ୍ଟେସନ ସ୍କୋୟାର ନିୟୁ ଆଶିର୍ବାଦ ହୋଟେଲରେ ଉଦ୍ଧାର ହୋଇଥିଲା । ଏପରିକି ହୋଟେଲର ମ୍ୟାନେଜର ଓ ସୁଇପର ନାଁରେ ଅସଦାଚରଣ ଅଭିଯୋଗ କରିଥିଲେ ଯୁବତୀ ।

ତେବେ ପୋଲିସ ତଦନ୍ତ ବେଳେ ଜଣାପଡିଥିଲା, ସେହି ଯୁବତୀ ପଶ୍ଚିମବଙ୍ଗର ଆଧାରକାର୍ଡ ଦେଇଥିଲେ ସତ ହେଲେ ପ୍ରକୃତରେ ତାଙ୍କ ଘର ବାଂଲାଦେଶୀ ଢାକାରେ । ଯୁବତୀଙ୍କ ସବୁ ସତ ସାମ୍ନାକୁ ଆସିବା ପରେ ଖୋଲି ଥିଲେ ଗୋଟିଏ ପରେ ଗୋଟିଏ ସେକ୍ସ ରାକେଟର ଗୁମର । ଲୁଚାଛପା ଦେହ ବ୍ୟବସାୟର ଡିମାଣ୍ଡ କମ୍‌ ଯୋଗୁଁ ଏବେ ଜିମ ପାଲଟିଛି ସେଫ ପ୍ଲେସ । ଜିମ ଗାର୍ଲ ବେଶରେ ଜିମରେ କସରତ କରୁଛନ୍ତି ବାଂଲାଦେଶୀ ଗାର୍ଲ ବା ରୂପଜୀବୀ । ଗୋଟିଏ କି ଦୁଇଟି ନୁହେଁ ବଡ ବଡ ଜିମରେ ଏପରି ଜିମ ଡ୍ରେସରେ ଦେଖିବାକୁ ମିଳିବେ ଜିମ ଗାର୍ଲ ।

ରାଜଧାନୀରେ ଏପରି ଫେକ ଆଧାରକାର୍ଡରେ ବୁଲୁଛନ୍ତି ଅନେକ ବାଂଲାଦେଶୀ ରୁପଜୀବୀ ।ଏ ଦିଗରେ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ । ତେବେ ଗିରଫ ହୋଇଥିବା ବାଂଲାଦେଶୀ ଯୁବତୀଙ୍କୁ ଆଇପିସିର ଧାରା ୪୧୯,୪୬୮,୪୭୧ ସହ ଫରେନର୍ସ ଆକ୍ଟ ୧୪ (a)ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସେକ୍ସ ରାକେଟର ନୁଆ ଟେକନିକ,
ଜିମ ଗାର୍ଲ ବେଶରେ ବାଙ୍ଗଲା ଯୁବତି
Body:
ଖୋଲିଲା ସେକ୍ସ ରାକେଟର ଟପ ସିକ୍ରେଟ।ସାମ୍ନାକୁ ଆସିଲା ଦେହ ବ୍ଯବସାୟର ନୁଆ ଟେକନିକ।ଲୁଛା ଛପାରେ ନୁହେଁ ଖୁଲମଖୁଲା ମିଳୁଛନ୍ତି ଯୁବତି।କାରଣ ଜିମ ଗାର୍ଲ ବେଶରେ ବାଙ୍ଗଲାଦେଶି ଯୁବତି।ଜିମରେ ଜୁଟୁଛନ୍ତି ଗ୍ରାହାକ।ଜିମ ଗାର୍ଲଙ୍କୁ କରୁଛନ୍ତି ଚୟନ।ରେଟ ବି ଫିକ୍ସ ହେଉଛି ଦାମ ବି ମୁଲଚାଲ ହେଉଛି।ମନ ମୁତାବକ ଝିଅ ପସନ୍ଦ ପରେ ନିଜ ସାଥିରେ ନେଇ ଗ୍ରାହାକ ଯାଉଛନ୍ତି।ଏମିତି ଢଙ୍ଗରେ ରାଜଧାନୀରେ ଚାଲୁଛି ହାଇପ୍ରୋଫାଇଲ ସେକ୍ସ ରାକେଟ।ଏହା ପଛରେ ଦଲାଲ ସାଜିଛନ୍ତି ଜିମର କିଛି ଟ୍ରେନର ଓ ମାଲିକ।ଯାହାକୁ ନେଇ ଖୁଲାସା କରିଛି ନକଲି ଆଧାରକାର୍ଡରେ ଧରାପଡିଥିବା ଜଣେ ବାଙ୍ଗଲାଦେଶି ଦେହଜିବି।ଯେକି କିଛି ଦିନ ପୁର୍ବେ ଲକ୍ଷ୍ମିସାଗର ଥାନା ଷ୍ଟେସନ ସ୍କୋୟାର ନିୟୁ ଆଶିର୍ବାଦ ହୋଟେଲରେ ଉଦ୍ଧାର ହୋଇଥିଲା। ଏପରିକି ହୋଟେଲର ମାନେଜର ଓ ସୁଇପର ନାରେ ଅସଦାଚରଣ ଅଭିଯୋଗ କରିଥିଲେ। ତେବେ ପୋଲିସ ତଦନ୍ତ ବେଳେ ଜଣାପଡିଥିଲା ସେହି ଯୁବତି ଜଣକ ପଶ୍ଚିମବଙ୍ଗର ଆଧାରକାର୍ଡ ଦେଇଥିଲେ ସତ ହେଲେ ପ୍ରକୃତରେ ତାଙ୍କର ଘର ବାଙ୍ଗଲାଦେଶ ଢାକାରେ।ତେବେ ଯୁବତିଙ୍କ ସବୁ ସତ ସାମ୍ନାକୁ ଆସିବା ପରେ ଖୋଲି ଥିଲେ ଗୋଟିଏ ପରେ ଗୋଟିଏ ସେକ୍ସ ରାକେଟର ଗୁମର।ଲୁଛା ଛପା ଦେହ ବ୍ଯବସାୟର ଡିମାଣ୍ଡ କମ ଯୋଗୁଁ ଏବେ ଜିମ ପାଲଟିଛି ସେଫ ପ୍ଲେସ।ଜିମ ଗାର୍ଲ ବେଶରେ ଜିମରେ ଆଶି କସରତ କରୁଛନ୍ତି ବାଙ୍ଗଲାଦେଶି ଗାର୍ଲ ବା ଦେହଜିବି।ଗୋଟିଏ କି ଦୁଇଟି ନୁହେଁ ବଡ ବଡ ଜିମରେ ଏପରି ଜିମ ଡ୍ରେସରେ ଦେଖିବାକୁ ମିଳିବେ ଜିମ ଗାର୍ଲ। ପରେ ଟ୍ରେନରଙ୍କ ଇସାରାରେ ବଡ ବଡ ବାବୁଠୁ ଆରମ୍ଭ କରି ବିଜନେସ ମ୍ଯାନ ଡକ୍ଟର ଇଂଜିନିୟର ପସନ୍ଦ ହେଲେ ରେଟ ଛିଣ୍ଡାଇ ୱିକେଣ୍ଡ କି ହୋଟଲ ବା ଘରକୁ ନେଇ ମଜା ଉଠାଉଛନ୍ତି ଗ୍ରାହାକ।ରାଜଧାନୀରେ ଏପରି ଫେକ ଆଧାରକାର୍ଡରେ ବୁଲୁଛନ୍ତି ଅନେକ ବାଙ୍ଗଲାଦେଶି ରୁପଜିବି।ଏ ଦିଗରେ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ।
ତେବେ ଗିରଫ ହୋଇଥିବା ବାଙ୍ଗଲାଦେଶି ଗାର୍ଲ କୁ ଆଇପିସିର ଧାରା ୪୧୯,୪୬୮,୪୭୧ ସହ ଫରେନର୍ସ ଆକ୍ଟ ୧୪ (a)ରେ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।Conclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.