ETV Bharat / city

ବାଂଲାଦେଶ ଖସିଗଲା କି ହାଇଦର ? ସନ୍ଦେହରେ ପୂର୍ବତନ ପୋଲିସ ଅଧିକାରୀ - କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟାର ହାଇଦର

ପୋଲିସକୁ ଚକମା ଦେଇ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଛନ୍ତି । ଯାହାକୁ ଧରିବାକୁ ଓଡ଼ିଶା ପୋଲିସ ଚଳାଇଛି ଅପରେସନ। ବାଂଲାଦେଶ ଖସିଗଲା କି ହାଇଦର । ଏ ଭଳି ସନ୍ଦେହ କରିଛନ୍ତି ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ । ଅଧିକ ପଢନ୍ତୁ...

hyder may escape bangladesh ex police suspect
ହାଇଦର ବାଂଲାଦେଶ ଖସିଥିବା ସନ୍ଦେହ କଲେ ପୂର୍ବତନ ପୋଲିସ ଅଧିକାରୀ
author img

By

Published : Apr 13, 2021, 8:42 AM IST

ଭୁବନେଶ୍ବର: ବାଂଲାଦେଶ ଖସିଗଲା କି ହାଇଦର । ଏଭଳି ସନ୍ଦେହ କରିଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ରାଜ୍ୟ ପୋଲିସ ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ଚଳାଇଛି ଅପରେସନ ।

ହାଇଦର ବାଂଲାଦେଶ ଖସିଥିବା ସନ୍ଦେହ କଲେ ପୂର୍ବତନ ପୋଲିସ ଅଧିକାରୀ

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ?ତାକୁ ଧରିବାକୁ ଓଡ଼ିଶା ପୋଲିସ ଚଳାଇଛି ଅପରେସନ। ହେଲେ ହାଇଦର ଏସସିବିରୁ ଖସିବାର ଦୁଇଘଣ୍ଟା ପରେ ପୋଲିସର ଛାନଭିନ ନେଇ ଏବେ ସନ୍ଦେହ କେଉ ଆଡ଼କୁ ଯାଇଥାଏ ପାରେ ହାଇଦର। ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ବି କେ ତ୍ରିପାଠୀ କହିଛନ୍ତି ବାଂଲାଦେଶ ଖସିଯାଇଥାଏପାରେ ହାଇଦର। କାରଣ କେନ୍ଦ୍ରାପଡ଼ାରେ ହାଇଦରର ଥିଲା ଭଲ ନେଟୱର୍କ। ତେଣୁ କେନ୍ଦ୍ରାପଡାରୁ ବାଂଲାଦେଶ ଜଳପଥରେ ତିନି ଚାରି ଘଣ୍ଟାର ସମୟ। ତେଣୁ କଟକରୁ କେନ୍ଦ୍ରାପଡା ପାଖାପାଖି ୭୦ କିମି ପରେ ସଜଠାରୁ ଜଳପଥରେ ସନ୍ଧ୍ୟା ସମୟରେ ବାଙ୍ଗଲାଦେଶ ଯାଇଥାଏ ପାରେ ବୋଲି ସନ୍ଦେହ କରିଛନ୍ତି ଏହି ବରିଷ୍ଠ ଅଧିକାରୀ।

ଗତ 10 ତାରିଖ ଦିନ ଏସସିବି ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାୟୀ,ଗତ ୨୦୦୯ ମସିହା ଜୁଲାଇ ମାସରେ ଗ୍ୟାଙ୍ଗଷ୍ଟାର ସୁଲେମାନ ହତ୍ୟାର ମୁଖ୍ୟ କାର୍ପଟଦାର ଭାବେ ସମ୍ବଲପୁର ଉପକାରାଗାରରେ ଆଜୀବନ ସଜ୍ଜା କାଟୁଥିବା ହାଇଦର ଗତ କିଛିଦିନ ତଳେ ଅସୁସ୍ଥ ହେବାରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ତେବେ ଶନିବାର ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ମେଡିକାଲରୁ ଫେରାର ହୋଇଯିବାରେ ସଫଳ ହୋଇଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.