ETV Bharat / city

ଅଳିଆ ଗଦାରେ କିଏ ପକେଇଥିଲା ମଣିଷର ଛିଣ୍ଡା ହାତ ଓ ଗୋଡ ? ଖୋଲିଲା ରାଜ - ପୁରୁଣା କ୍ୟାମ୍ପସରୁ ନୂଆ କ୍ୟାମ୍ପସ ସ୍ଥାନାନ୍ତର

ପୁରୁଣା କ୍ୟାମ୍ପସରୁ ନୂଆ କ୍ୟାମ୍ପସ ସ୍ଥାନାନ୍ତର, ଡଷ୍ଟବିନରେ ପଡିଥିଲା ମୃତ ଶରୀର ଅଂଶବିଶେଷ । ଅଧିକ ପଢନ୍ତୁ...

skliton issue in bbsr
ଡଷ୍ଟବିନରେ ପଡିଥିଲା ମୃତ ଶରୀର ଅଂଶବିଶେଷ
author img

By

Published : Oct 16, 2021, 7:39 AM IST

ଭୁବନେଶ୍ବର: ପୁରୁଣା କ୍ୟାମ୍ପସରୁ ନୂଆ କ୍ୟାମ୍ପସ ସ୍ଥାନାନ୍ତର, ଡଷ୍ଟବିନରେ ପଡିଥିଲା ମୃତ ଶରୀର ଅଂଶବିଶେଷ । ଏକ ଘରୋଇ ମେଡିକାଲ କଲେଜର‌ ଅବହେଳା । ପୁରୁଣା କ୍ୟାମ୍ପସକୁ ନୂଆ କ୍ୟାମ୍ପସ ସ୍ଥାନାନ୍ତର ବେଳେ ମିଳିଲା କଙ୍କାଳ।

skliton issue in bbsr
ଡଷ୍ଟବିନରେ ପଡିଥିଲା ମୃତ ଶରୀର ଅଂଶବିଶେଷ

ଖାରବେଳନଗର ଥାନା ଅଞ୍ଚଳରୁ କଙ୍କାଳ ମିଳିବା ଘଟଣାରେ ଖୋଲିଛି ରାଜ । ଏନେଇ ମେଡିକାଲ ଇନଷ୍ଟିଚ୍ୟୁଟର ପ୍ରାକ୍ଟିକାଲ ପାଇଁ ଥିବା ଏପରି ଶରୀରର ଅଂଶବିଶେଷକୁ ଫୋପାଡିଦେଇଥିଲେ ଡଷ୍ଟବିନରେ । ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏନେଇ ନୀଳାଚଳ ଇନଷ୍ଟିଚ୍ୟୁଟ ମେଡିକାଲ ସାଇନସ ପକ୍ଷରୁ ଖାରବେଳନଗର ଥାନାକୁ ଲିଖିତ ଭାବରେ ଜଣାଇ କ୍ଷମା ପ୍ରାର୍ଥନା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.