ETV Bharat / city

ରାଜ୍ୟରେ ଖାଲି ପଡିଛି ଅନେକ ଡାକ୍ତର ପଦ - ଡାକ୍ତର ପଦବୀ ଖାଲି

ରାଜ୍ୟରେ ଏଲୋପାଥିକ ଡାକ୍ତର ପାଇଁ 1695 ପଦ ଖାଲି ଥିବା ବେଳେ ହୋମିଓପ୍ୟାଥିକ ଡାକ୍ତର ପଦ 187, ଆୟୁର୍ବେଦିକ ଡାକ୍ତର ପଦ 170, ନର୍ସ ପଦ 2594 ଖାଲି ରହିଛି । ଅଧିକ ପଢନ୍ତୁ...

ଡାକ୍ତର ପଦବୀ ଖାଲି
ଡାକ୍ତର ପଦବୀ ଖାଲି
author img

By

Published : Mar 22, 2021, 9:08 PM IST

ଭୁବନେଶ୍ବର: ରାଜ୍ୟରେ ଏଲୋପାଥିକ, ହୋମିଓପ୍ୟାଥିକ ଓ ଆୟୁର୍ବେଦିକର କେତେ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ ପଦ ଖାଲିଅଛି, ସେ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ବିଧାୟକ ଅଙ୍ଗଦ କହଁର ।

ଡାକ୍ତର ପଦବୀ ଖାଲି
ଡାକ୍ତର ପଦବୀ ଖାଲି

ଏହାର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟରେ ଏଲୋପାଥିକ ଡାକ୍ତର ପାଇଁ 1695 ପଦ ଖାଲି ଥିବା ବେଳେ ହୋମିଓପ୍ୟାଥିକ ଡାକ୍ତର ପଦ 187, ଆୟୁର୍ବେଦିକ ଡାକ୍ତର ପଦ 170, ନର୍ସ ପଦ 2594, ଫାର୍ମାସିଷ୍ଟ ପଦ 587, ଲାବ୍ରୋଟୋରୀ ଟେକ୍ନିସିଆନ ପଦ 177, ରେଡିୟୋଗ୍ରାଫର ପଦ 221, ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କ ପଦ 2414ଟି ଖାଲି ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.