ETV Bharat / city

ଓଡିଆ ସହ ଗୁଜୁରାଟୀ ଖାଦ୍ୟର ଫ୍ୟୁଜନ, ଦାଣ୍ଡିଆରେ ଦୁଲୁକୁଛି ରାଜଧାନୀ - ଭୁବନେଶ୍ବର ସ୍ଥିତ ଏଚଏଚଆଇ ହୋଟେଲ

ଗାଁରୁ ସହର ସବୁ ଉତ୍ସବ ମୁଖର। ଦଶହରାରେ ମାଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଦାଣ୍ଡିଆ ନାଚ ଧୁମର ମଧ୍ୟ ବିଶେଷ ଆକର୍ଷଣ ରହିଛି । ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଦାଣ୍ଡିଆ ଫେଷ୍ଟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 2, 2019, 7:25 AM IST

ଭୁବନେଶ୍ବର: ଆଗକୁ ଆସୁଛି ମା ଦୁର୍ଗାଙ୍କ ଦଶହରା ପୂଜା। ଏଥିପାଇଁ ଗାଁରୁ ସହର ସବୁ ଉତ୍ସବ ମୁଖର। ଦଶହରାରେ ମାଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଦାଣ୍ଡିଆ ନାଚର ମଧ୍ୟ ବିଶେଷ ଆକର୍ଷଣ ରହିଛି । ଏଥଇପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଦାଣ୍ଡିଆ ପ୍ରସ୍ତୁତି । ଲୋକଙ୍କୁ ନିଜର ଡାନ୍ସ ଫ୍ଲୋରକୁ ଆକୃଷ୍ଟ କରିବା ପାଇଁ ଦିଆଯାଉଛି ବିଭିନ୍ନ ମନଲୋଭା ଅଫର।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ଭୁବନେଶ୍ବର ସ୍ଥିତ ଏଚଏଚଆଇ ହୋଟେଲ ନିଜର ଫ୍ୟୁଜନ ଖାଦ୍ୟ ମାଧ୍ୟମରେ ଲୋକଙ୍କୁ ଆକର୍ଷଣ କରିବା ପାଇଁ ଅଣ୍ଟା କସିଛି। ଓଡ଼ିଆ ଖାଦ୍ୟ ସହ ଗୁଜୁରାଟୀ ଖାଦ୍ୟର ଫ୍ୟୁଜନ ହେବ । ଏହାସହ ଓଲିଉଡ ଓ ବଲିଉଡର ଅନେକ ଗାୟକ ଆସି ଦାଣ୍ଡିଆରେ ଯୋଗ ଦେବେ ବୋଲି ମଧ୍ୟ ଆୟୋଜକ ହୋଟେଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୟାହା ରାଜଧାନୀବାସୀଙ୍କ ମନ ଜିଣିବା ସହ ମନୋରଞ୍ଜନ ଯୋଗାଇ ଦେବ ବୋଲି ଆଶା ରଖିଛନ୍ତି ଅନେକ ଆୟୋଜକ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଖାଦ୍ୟ ର ନୂଆ ଫିୟୁଜନ ସହ ଦାଣ୍ଡିଆ ରେ ନାଚିବେ ରାଜଧାନୀ ବାସୀ।

ଆଗକୁ ଆସୁଛି ମା ଦୁର୍ଗା ଙ୍କ ଦଶହରା ପୂଜା। ଏଥି ପାଇଁ ଗାଁ ରୁ ସହର ସବୁ ଉତ୍ସବ ମୁଖର। ଅନ୍ୟ ପଟେ ରାଜଧାନୀ ର ବିଭିନ୍ନ ଜାଗା ରେ ଦାଣ୍ଡିଆ ପାଇଁ ପ୍ରସ୍ତୁତି ଚାଲି ଥିବାର ଦେଖିବା କୁ ମିଳୁଛି। ଲୋକ ମାନଙ୍କୁ ନିଜର ଡାନ୍ସ ଫ୍ଲୋର କୁ ଆକର୍ଷଣ କରିବା ପାଇଁ ଦିଆ ଯାଉଛି ଅଫର। ଅନ୍ୟ ପଟେ ଭୁବନେଶ୍ୱର ସ୍ଥିତ ଏଚ ଏଚ ଆଇ ହୋଟେଲ ନିଜର ଫିୟୁଜନ ଖାଦ୍ୟ ମଧ୍ୟମ ରେ ଲୋକଙ୍କୁ ଆକର୍ଷଣ କରିବା ପାଇଁ ନିଜର ଆଣ୍ଟା କସିଛି। ଓଡ଼ିଆ ଖାଦ୍ୟ ସହ ଗୁଜୁରାଟି ଖାଦ୍ୟ ର ଫୁୟୁଜନ ଆଣିବ ବୋଲି ଆଜି ସୂଚନା ଦେଇଛି। ଏହା ସହ ଓଲିଉଡ ଓ ବଲିଉଡ ର ଅନେକ ଗାୟକ ଆସି ଦାଣ୍ଡିଆ ରେ ଯୋଗ ଦେବେ ବୋଲି ମଧ୍ୟ ଜଣା ପଡ଼ିଛି। ଲୋକ ଙ୍କ ସୁରକ୍ଷା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ।

Body:ଖାଦ୍ୟ ର ନୂଆ ଫିୟୁଜନ ସହ ଦାଣ୍ଡିଆ ରେ ନାଚିବେ ରାଜଧାନୀ ବାସୀ।

ଆଗକୁ ଆସୁଛି ମା ଦୁର୍ଗା ଙ୍କ ଦଶହରା ପୂଜା। ଏଥି ପାଇଁ ଗାଁ ରୁ ସହର ସବୁ ଉତ୍ସବ ମୁଖର। ଅନ୍ୟ ପଟେ ରାଜଧାନୀ ର ବିଭିନ୍ନ ଜାଗା ରେ ଦାଣ୍ଡିଆ ପାଇଁ ପ୍ରସ୍ତୁତି ଚାଲି ଥିବାର ଦେଖିବା କୁ ମିଳୁଛି। ଲୋକ ମାନଙ୍କୁ ନିଜର ଡାନ୍ସ ଫ୍ଲୋର କୁ ଆକର୍ଷଣ କରିବା ପାଇଁ ଦିଆ ଯାଉଛି ଅଫର। ଅନ୍ୟ ପଟେ ଭୁବନେଶ୍ୱର ସ୍ଥିତ ଏଚ ଏଚ ଆଇ ହୋଟେଲ ନିଜର ଫିୟୁଜନ ଖାଦ୍ୟ ମଧ୍ୟମ ରେ ଲୋକଙ୍କୁ ଆକର୍ଷଣ କରିବା ପାଇଁ ନିଜର ଆଣ୍ଟା କସିଛି। ଓଡ଼ିଆ ଖାଦ୍ୟ ସହ ଗୁଜୁରାଟି ଖାଦ୍ୟ ର ଫୁୟୁଜନ ଆଣିବ ବୋଲି ଆଜି ସୂଚନା ଦେଇଛି। ଏହା ସହ ଓଲିଉଡ ଓ ବଲିଉଡ ର ଅନେକ ଗାୟକ ଆସି ଦାଣ୍ଡିଆ ରେ ଯୋଗ ଦେବେ ବୋଲି ମଧ୍ୟ ଜଣା ପଡ଼ିଛି। ଲୋକ ଙ୍କ ସୁରକ୍ଷା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.