ETV Bharat / city

ସିଏଏ ସପକ୍ଷରେ ହିନ୍ଦୁ ଜାଗରଣ ମଞ୍ଚର ଶୋଭାଯାତ୍ରା

ସିଏଏ ସପକ୍ଷରେ ରାଜଧାନୀରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି । ଏହା ସହିତ ରାଜ୍ୟ ତଥା ଦେଶର ସମସ୍ତ ରାଜ୍ୟରେ NRC ଲାଗୁ କରିବା ନେଇ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

CAA
ସିଏଏ ସପକ୍ଷରେ ହିନ୍ଦୁ ଜାଗରଣ ମଞ୍ଚର ପ୍ରଦର୍ଶନ
author img

By

Published : Dec 28, 2019, 1:50 AM IST

ଭୁବନେଶ୍ବର: ଦେଶରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନ CAAକୁ ବିରୋଧ କରି ବିଭିନ୍ନ ପ୍ରକାର ହିଂସାକାଣ୍ଡ ଘଟି ଚାଲିଛି । ଏହି ସମୟରେ ଏହା ସପକ୍ଷରେ ମଧ୍ୟ ଅନେକ ସଂଗଠନ ପକ୍ଷରୁ ଶୋଭାଯାତ୍ରା ହେଉଥିବା ବେଳେ ଶୁକ୍ରବାର ରାଜଧାନୀରେ ଏହି ଆଇନ ଦ୍ବାରା କୌଣସି ପ୍ରକାର ସମ୍ପ୍ରଦାୟର ଲୋକମାନଙ୍କ କ୍ଷତି ହେବ ନାହିଁ କି ସେମାନେ ଏନେଇ ଭୟଭୀତ ନହେବାକୁ ହିନ୍ଦୁ ଜାଗରଣ ମଞ୍ଚର ସଂଯୋଜକ ସିମନ୍ତ କୁମାର ଘଡେଇ ପ୍ରକାଶ କରିଛନ୍ତି ।

ସିଏଏ ସପକ୍ଷରେ ହିନ୍ଦୁ ଜାଗରଣ ମଞ୍ଚର ପ୍ରଦର୍ଶନ

ଏହା ସହିତ ରାଜ୍ୟ ତଥା ଦେଶର ସମସ୍ତ ରାଜ୍ୟରେ NRC ଲାଗୁ କରିବା ନେଇ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ସାଧାରଣ ଲୋକମାନେ ଏହି ଆଇନ ବିଷୟରେ ନଜାଣି ଅନ୍ଧ ଭାବେ ଦେଶ ବିରୋଧୀଙ୍କ ପ୍ରରୋଚନାରେ ନ ଆସି ଦେଶର ସମ୍ପତ୍ତି ନଷ୍ଟ ନ କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦେଶରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନ ସିଏଏ କୁ ବିରୋଧ କରି ବିଭିନ୍ନ ପ୍ରକାର ହିଂସାକାଣ୍ଡ ଘଟିଚାଲିଛି।ଏହି ସମୟରେ ଏହା ସପକ୍ଷରେ ମଧ୍ୟ ଅନେକ ସଂଗଠନ ପକ୍ଷରୁ ଶୋଭାଯାତ୍ରା ହେଉଛି।

Body:ଏହା ସହିତ ରାଜ୍ୟ ତଥା ଦେଶର ସମସ୍ତ ରାଜ୍ୟରେ ଏନ ଆର ସି ଲାଗୁ କରିବା ନେଇ ମଞ୍ଚ ପକ୍ଷରୁ ଦାବି କରାଯାଇଛି।ସାଧାରଣ ଲୋକମାନେ ଏହି ଆଇନ ବିଷୟରେ ନ ଜାଣି ଅନ୍ଧ ଭାବେ ଦେଶ ବିରୋଧୀ ତତ୍ୱଙ୍କ ପ୍ରରୋଚନାରେ ନ ଆସି ଦେଶର ସମ୍ପତି ନଷ୍ଟ ନ କରିବାକୁ କୁହାଯାଇଛି।ଏହା ସହିତ ଏହି ଆଇନ ଦ୍ୱାରା କୌଣସି ପ୍ରକାର କୌଣସି ସମ୍ପ୍ରଦାୟର ଲୋକମାନଙ୍କ କ୍ଷତି ସାଧନ ହେବାର ନ ଥିବା ବେଳେ ଏନେଇ ସେମାନେ ଭୟଭିତ ନ ହେବାକୁ ହିନ୍ଦୁ ଜାଗରଣ ମଞ୍ଚର ସଂଯୋଜକ ସିମନ୍ତ କୁମାର ଘଡେଇ ପ୍ରକାଶ କରିଛନ୍ତି।
ବାଇଟ-ସୁମନ୍ତ କୁମାର ଘଡେଇ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.