ETV Bharat / city

ଆରମ୍ଭ ହେଲା ତ୍ରୟୋଦଶ କଳିଙ୍ଗ ହର୍ବାଲ ମେଳା - କଳିଙ୍ଗ ହର୍ବାଲ ମେଳା ଭୁବନେଶ୍ବର

ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ ହୋଇଛି ତ୍ରୟୋଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା । ଅଧିକ ପଢନ୍ତୁ...

herbal kalinga fair 2021  started in bbsr
ଆରମ୍ଭ ହେଲା ତ୍ରୟୋଦଶ କଳିଙ୍ଗ ହର୍ବାଲ ମେଳା
author img

By

Published : Mar 16, 2021, 10:41 PM IST

ଭୁବନେଶ୍ବର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଉଦ୍ଘାଟିତ ହୋଇଛି ତ୍ରୟୋଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା । ଯାହାକୁ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଅନ୍ୟାନ୍ୟ ଅତିଥିମାନେ ଉଦଘାଟନ କରିଛନ୍ତି ।

ଆରମ୍ଭ ହେଲା ତ୍ରୟୋଦଶ କଳିଙ୍ଗ ହର୍ବାଲ ମେଳା

ଦୀର୍ଘ 7 ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ,ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଭିଜ୍ଞ ବୈଦ୍ୟ ଓ କବିରାଜ,ସ୍ବୟଂ ସହାୟକ ଗୋଷ୍ଠୀ ବନ ସଂରକ୍ଷଣ ସମିତି ତଥା କେତେକ ଔଷଧୀୟ ପ୍ରସ୍ତୁତକାରୀ କମ୍ପାନୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଯେଉଁଠି 140 ଟି ଷ୍ଟଲ ମାଧ୍ୟମରେ ସେମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ କରିବା ସହ ବିକ୍ରିବଟା କରିବାର ବ୍ୟବସ୍ଥା କରାଯାଇଛି।ଏହି ସମୟ ମଧ୍ୟରେ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା ସହ ଆଲୋଚନାଚକ୍ର ଓ ଯୋଗ ଶିବିରର ଆୟୋଜନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.