ETV Bharat / city

State Weather Update; ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ - ପାଣିପାଗ ଖବର

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କଲା ସତର୍କତା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ହେବ ବର୍ଷା । ଅଧିକ ପଢନ୍ତୁ...

State Weather Update; କମିବ ବର୍ଷାର ପରିମାଣ

author img

By

Published : Sep 19, 2021, 12:57 PM IST

ଭୁବନେଶ୍ବର : ଉତ୍ତର ପଶ୍ଚିମ ତତ୍ତ୍ବ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟ ହୋଇଛି । ଏନେଇ ଆଜି ଉତ୍ତର ଓଡିଶା ,ପଶ୍ଚିମବଙ୍ଗ, ଦକ୍ଷିଣ ବାଂଲାଦେଶ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି।

State Weather Update; କମିବ ବର୍ଷାର ପରିମାଣ

ଏହାର ପ୍ରଭାବରେ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଟକ,କେନ୍ଦ୍ରାପଡା, ଖୋର୍ଦ୍ଧା ଭଳି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୨୧ ତାରିଖରୁ ୨୪ ତାରିଖ ଯାଏଁ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ ହେଲେ ଆସନ୍ତାକାଲି ପରଠାରୁ ଓଡିଶାରେ ବର୍ଷାର ପରିମାଣ କମିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.