ETV Bharat / city

ରାଜଧାନୀରେ ଘୁର୍ଣ୍ଣିଝଡ ତାଣ୍ଡବ, ଘଡଘଡି ସହ ପ୍ରବଳ ବର୍ଷା

author img

By

Published : Mar 27, 2021, 6:27 PM IST

Updated : Mar 27, 2021, 7:38 PM IST

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ଘଡଘଡି
ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ଘଡଘଡି

18:16 March 27

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ଘଡଘଡି

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ଘଡଘଡି

ଭୁବନେଶ୍ବର: ତାତିରୁ ସାମାନ୍ୟ ଆଶ୍ବସ୍ତି ।  ଶନିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।

ରାୟଗଡା, ଗଞ୍ଜାମ, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, କନ୍ଧମାଳ, ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇଥିବା ସୂଚନା ମିଳିଛି । ଏହାର ପ୍ରଭାବରେ  ମୃତାହତ ଓ କ୍ଷୟକ୍ଷତିର କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ ।

ଭୁବନେଶ୍ବରରୁ ତାପସ ପରିଡା ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Mar 27, 2021, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.