ETV Bharat / city

ଆଶୀର୍ବାଦ ଗିରଫ ମାମଲା; ଦିନ 2ଟା ପରେ ଶୁଣାଣି

author img

By

Published : Sep 19, 2019, 1:45 PM IST

ସ୍ବାସ୍ଥ୍ୟଗତ କାରଣରୁ ଶୁଣାଣି ସ୍ଥଗିତ ରହିଛି । ଦିନ 2ଟା ପରେ ହେବ ଏହି ମାମଲାର ଶୁଣାଣି । ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କୁ ଗିରଫ କରିଥିଲା ସିବିଆଇ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆର୍ଶୀବାଦ ବେହେରା ଓ କମଳାକାନ୍ତ ଦାସଙ୍କ ଶୁଣାଣିକୁ 2ଟା ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି କୋର୍ଟ । ଏହା ପରେ ଆରମ୍ଭ ହେବ ଶୁଣାଣି। ଜାମିନ ନ ମିଳିଲେ ଜେଲ ଯିବେ ଆଶୀର୍ବାଦ ।

ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ । ଆଜି ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି l

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସ୍ୱାସ୍ଥ୍ୟ ଗତ କାରଣ ଦ4ଶାଇ ଆଶ୍ରିବାଦ ବେହେରା ଓ କମଳାକାନ୍ତ ଦାସ ଙ୍କ ଶୁଣାଣି 2 ତା ସମୟ ପର୍ଯ୍ୟନ୍ତ ସ୍ଥଗିତ କାଲେ କୋର୍ଟ। 2 ଟା ପରେ ଶୁଣାଣି। ଜାମିନ ନ ପାଇଲେ ଜେଲ ଯିବେ।

Body:ସ୍ୱାସ୍ଥ୍ୟ ଗତ କାରଣ ଦ4ଶାଇ ଆଶ୍ରିବାଦ ବେହେରା ଓ କମଳାକାନ୍ତ ଦାସ ଙ୍କ ଶୁଣାଣି 2 ତା ସମୟ ପର୍ଯ୍ୟନ୍ତ ସ୍ଥଗିତ କାଲେ କୋର୍ଟ। 2 ଟା ପରେ ଶୁଣାଣି। ଜାମିନ ନ ପାଇଲେ ଜେଲ ଯିବେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.