ETV Bharat / city

Corona Awareness: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ରଙ୍କ ସଚେତନତା ବାର୍ତ୍ତା - ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ରଙ୍କ ବାର୍ତ୍ତା

କୋରୋନାକୁ ନେଇ ସଚେତନତା ବାର୍ତ୍ତା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର । ଏହି ଲହରରେ ଆମେ ଭଲ ସ୍ଥିତିରେ ଅଛୁ । ଯେଉଁ ଅଞ୍ଚଳରେ ସ୍ଥାନାନ୍ତରଣ ଅଧିକ ସେହି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ଅଧିକ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Corona Awareness: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ରଙ୍କ ସଚେତନତା ବାର୍ତ୍ତା

author img

By

Published : Feb 11, 2022, 7:53 PM IST

ଭୁବନେଶ୍ବର: କୋରୋନାକୁ ନେଇ ସଚେତନତା ବାର୍ତ୍ତା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର । ଏହି ଲହରରେ ଆମେ ଭଲ ସ୍ଥିରିରେ ଅଛୁ । ଯେଉଁ ଅଞ୍ଚଳରେ ସ୍ଥାନାନ୍ତରଣ ଅଧିକ ସେହି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ଅଧିକ ବୋଲି ସେ କହିଛନ୍ତି ।

Corona Awareness: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ରଙ୍କ ସଚେତନତା ବାର୍ତ୍ତା

ଧୀରେଧୀରେ ସଂକ୍ରମଣ କମୁଥିବା ବେଳେ ଏହାକୁ ହାଲକା ଭାବେ ଗ୍ରହଣ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଆଗକୁ ଆଉ ଏକ ଭାରିଏଣ୍ଟ ଆସିବା ନେଇ WHO ସୂଚନା ଦେଇଥିବା ବେଳେ ଆମେ ତାକୁ ନେଇ ସର୍ବଦା ସତର୍କ ରହିଛୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.