ETV Bharat / city

HDFC ବ୍ୟାଙ୍କ ସହ MSMEର ଚୁକ୍ତିନାମା ସ୍ବାକ୍ଷରିତ - ଭୁବନେଶ୍ବର

ଏଚଡିଏଫସି ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଅଧିକ ଖବର ପଢନ୍ତୁ...

ଏଚଡିଏଫସି ବ୍ୟାଙ୍କ ସହ ଏମଏସଏମଇ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

author img

By

Published : Feb 12, 2020, 2:29 PM IST

ଭୁବନେଶ୍ବର: ଏଚଡିଏଫସି ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶାର 1000 ଷ୍ଟାର୍ଟଅପକୁ 2020 ସୁଦ୍ଧା ଆର୍ଥିକ, ବୈଷୟିକ ଓ ଭିତ୍ତିଭୂମି ସହାୟତା ମିଳିବ। ବର୍ତ୍ତମାନ ସୁଦ୍ଧା 570 ଷ୍ଟାର୍ଟଅପ ପଞ୍ଜିକୃତ ହୋଇ ସହାୟତା ପାଉଛନ୍ତି।

ଏଚଡିଏଫସି ବ୍ୟାଙ୍କ ସହ ଏମଏସଏମଇ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

ଏଥିରେ ରାଜ୍ୟର ପଛୁଆ ଜିଲ୍ଲା ଲୋକଙ୍କ ଓ ରାଜ୍ୟର ଆର୍ଥିକ ବିକାଶ ହେବ ବୋଲି ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଦେଶର 8000 ଷ୍ଟାର୍ଟଅପଙ୍କୁ ଏ ଯାଏଁ ଏଚଡିଏଫସି ସହାୟତା ଦେବା ସହ ସ୍ମାର୍ଟ ବାୟୋ ପ୍ଲାଟଫର୍ମ ଦିଆଯାଇଛି।

ଓଡ଼ିଶାରେ ସିଏସଆର ଜରିଆରେ 4 ଷ୍ଟାର୍ଟଅପକୁ ଏଚଡିଏଫସି ସହାୟତା ଦେଇଛି। ସବୁ ବିଭାଗର ଭିନ୍ନ ରେଟ ଅଫ ଇଣ୍ଟରେଷ୍ଟ ଅଛି ବୋଲି ଏଚଡିଏଫସି ମୁଖ୍ୟ ସ୍ମିତା ଭଗତ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.