ETV Bharat / city

ଖୋଲିଲା ଜିମ,ଦେଖନ୍ତୁ ରାଜଧାନୀରେ କିଭଳି ହୋଇଛି ବ୍ଯବସ୍ଥା

author img

By

Published : Aug 5, 2020, 7:56 AM IST

ଦୀର୍ଘ ୫ ମାସ ପରେ ଖୋଲିଲା ଜିମ । ରାଜଧାନୀରେ କେମିତି ହୋଇଛି ବ୍ଯବସ୍ଥା ଦେଖନ୍ତୁ । ଅଧିକ ପଢନ୍ତୁ....

gym open in bhubaneswar after lockdown
ଖୋଲିଲା ଜିମ,ଦେଖନ୍ତୁ ରାଜଧାନୀରେ କିଭଳି ହୋଇଛି ବ୍ଯବସ୍ଥା

ଭୁବନେଶ୍ବର: ଲକଡାଉନ ପାଇଁ ବନ୍ଦ ଥିଲା ଜିମ । ଦୀର୍ଘ ୫ ମାସ ପରେ ଖୋଲିଛି ଜିମ । ତେବେ, ଜିମ ଖୋଲିବା ପୁର୍ବରୁ କିଛି ନିୟମ ଉପରେ କଟକଣା ଲଗାଯାଇଛି । ଯାହାକୁ ନେଇ ଜିମ ମାଲିକ ମାନଙ୍କୁ ଏସଓପି ମଧ୍ୟ ଜାରି କରାଯାଇଛି ।

ତେବେ ଏସବୁ ଭିତରେ ସମସ୍ତ ଗାଇଡ ଲାଇନ ମାନି ଲୋକଙ୍କ ସୁରକ୍ଷା ପାଇଁ ଜିମରେ ବ୍ୟବସ୍ଥା କରାଯାଇଛି । ଖଣ୍ଡଗିରି ସ୍ଥିତ ଜାଗମରାର ଜିମ ଅଲ ଟାଇମ ଫିଟନେସ ସେଣ୍ଟରରେ କିଭଳି ବ୍ୟବସ୍ଥା ହୋଇଛି ଦେଖନ୍ତୁ ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.