ETV Bharat / city

ଚମକି ମୁକାବିଲା ପାଇଁ ସଜାଗ ଅଛନ୍ତି ରାଜ୍ୟ ସରକାର

ବିହାରରେ ଆକ୍ୟୁଟ ଏନ୍‌ସେଫାଲାଇଟିସ୍ ତଥା ଚମକି ଜ୍ବରରେ ଶିଶୁମାନଙ୍କ ମୃତ୍ୟୁ ହେଉଥିବାବେଳେ ରାଜ୍ୟସରକାର ଏନେଇ ସଜାଗ ଅଛନ୍ତି । ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

author img

By

Published : Jun 19, 2019, 7:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିହାରରେ ଆକ୍ୟୁଟ ଏନ୍‌ସେଫାଲାଇଟିସ୍ ତଥା ଚମକି ଜ୍ବରରେ ଶିଶୁମାନଙ୍କ ମୃତ୍ୟୁ ହେଉଥିବାବେଳେ ରାଜ୍ୟସରକାର ଏନେଇ ସଜାଗ ଅଛନ୍ତି । ସରକାର ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଚୁର ମାନ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଯାଏଁ ଗୋଟିଏ ହେଲେବି ସେଭଳି ରିପୋର୍ଟ ଆସିନଥିବା ଜଣାପଡିଛି । ତେବେ ଯଦି ଏଭଳି କିଛି ଓଡିଶାରେ ଦେଖାଯାଏ ତେବେ ଏହାର ମୁକାବିଲା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ବିହାର ରେ ଏନସେଫାଲାଇଟିସ୍ ଜର ରେ ଶିଶୁ ମାନଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସଜାଗ ହୋଇଛନ୍ତି ।ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ ଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଚୁ ର ମାନ ପରିକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏଯାଏ ଗୋଟିଏ ହେଲେବି ସେଭଳି କିଛି ରିପୋର୍ଟ ଆସିନାହିଁ ।ଏଥିପାଇଁ ପ୍ରିକ୍ୟୁସନ୍ ମେଜର ମଧ୍ୟ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.