ETV Bharat / city

ଏଣିକି 50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ - ସରକାରୀ କାର୍ଯ୍ୟାଳୟରେ ନୂଆ ନିୟମ

କୋରୋନା କାଳରେ ନୂଆ ଢଙ୍ଗରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

bhubaneswar latest news, administration guideline, new rule to government departments, 50% employee in government department, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ପ୍ରଶାସନ ବିଭାଗ ବିଜ୍ଞପ୍ତି, ସରକାରୀ କାର୍ଯ୍ୟାଳୟରେ ନୂଆ ନିୟମ, ସରକାରୀ କାର୍ଯ୍ୟାଳୟରେ 50 ପ୍ରତିଶତ କର୍ମଚାରୀ
ଏଣିକି 50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ବିଭାଗ
author img

By

Published : Jun 30, 2020, 7:07 PM IST

ଭୁବନେଶ୍ବର: କୋରୋନା କାଳରେ ନୂଆ ଢଙ୍ଗରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ମୁତାବକ ଅଧା କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

bhubaneswar latest news, administration guideline, new rule to government departments, 50% employee in government department, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ପ୍ରଶାସନ ବିଭାଗ ବିଜ୍ଞପ୍ତି, ସରକାରୀ କାର୍ଯ୍ୟାଳୟରେ ନୂଆ ନିୟମ, ସରକାରୀ କାର୍ଯ୍ୟାଳୟରେ 50 ପ୍ରତିଶତ କର୍ମଚାରୀ
ଏଣିକି 50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ବିଭାଗ

ଲୋକସେବା ଭବନ, ଖାରବେଳ ଭବନ ସମେତ ସମସ୍ତ ସରକାରୀ ବିଭାଗରେ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି । ନିୟମ ଅନୁଯାୟୀ କାର୍ଯ୍ୟାଳୟରେ କେବଳ 50 ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ । ତେବେ କେଉଁ ଢାଞ୍ଚାରେ କର୍ମଚାରୀମାନେ ଆସିବେ ସେନେଇ ବିଭାଗ ସମସ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.