ଭୁବନେଶ୍ବର: ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଜୁନ ୧୧ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହି ଲଘୁଚାପ ଯୋଗୁଁ ଓଡ଼ିଶାକୁ ଶୀଘ୍ର ମୌସୁମୀ ପ୍ରବେଶ କରିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଦେଇଛନ୍ତି ସୂଚନା ।
-
A #LowPressureArea is likely to form over North #BayofBengal & neighbourhood around #11th June, 2021.
— Meteorological Centre, Bhubaneswar (@mcbbsr) June 4, 2021 " class="align-text-top noRightClick twitterSection" data="
Under its Influence, #Southwest-#Monsoon is likely to advance into most parts of #Odisha.#Monsoon2021 #Monsoon pic.twitter.com/E1J51sSQKo
">A #LowPressureArea is likely to form over North #BayofBengal & neighbourhood around #11th June, 2021.
— Meteorological Centre, Bhubaneswar (@mcbbsr) June 4, 2021
Under its Influence, #Southwest-#Monsoon is likely to advance into most parts of #Odisha.#Monsoon2021 #Monsoon pic.twitter.com/E1J51sSQKoA #LowPressureArea is likely to form over North #BayofBengal & neighbourhood around #11th June, 2021.
— Meteorological Centre, Bhubaneswar (@mcbbsr) June 4, 2021
Under its Influence, #Southwest-#Monsoon is likely to advance into most parts of #Odisha.#Monsoon2021 #Monsoon pic.twitter.com/E1J51sSQKo
ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ 3ରେ କେରଳରେ ପହଞ୍ଚି ସାରିଛି। ଜୁନ 11ସୁଦ୍ଧା ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଚଳିତ ବର୍ଷ ଜୁନ 10ରୁ 12 ମଧ୍ୟରେ ମୌସୁମୀ ଓଡିଶାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।
ଏହି ସମୟ ମଧ୍ୟରେ ଜୁନ9 ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ