ETV Bharat / city

ଲଳିତକଳା ଏକାଡେମୀର ପ୍ରତିଷ୍ଠା ଦିବସ - ଭୁବନେଶ୍ବର ଖବର

ଲଳିତକଳା ଏକାଡେମୀର ପ୍ରତିଷ୍ଠା ଦିବସ । ଦିବଂଗତ ଶିଳ୍ପୀମାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି। ଅଧିକ ପଢନ୍ତୁ....

Founding Day of the lalita kala Academy
ଲଳିତକଳା ଏକାଡେମୀର ପ୍ରତିଷ୍ଠା ଦିବସ
author img

By

Published : Mar 15, 2021, 8:28 PM IST

ଭୁବନେଶ୍ବର : ଲଳିତ କଳା ଏକାଡେମୀ 61 ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଏକାଡେମୀ ଓଡ଼ିଶାର ଦିବଂଗତ ଶିଳ୍ପୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏକାଡେମୀର କାର୍ଯ୍ୟାଳୟ ସଂସ୍କୃତି ଭବନ ପରିସରରେ ଓଡ଼ିଶାର କିଛି ଦିବଂଗତ ଶିଳ୍ପୀମାନଙ୍କ ତୈଳ ଚିତ୍ର ଲଗାଇଯାଇଛି ।

ଲଳିତକଳା ଏକାଡେମୀର ପ୍ରତିଷ୍ଠା ଦିବସ

ଯାହାକୁ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ଉନ୍ମୋଚିତ କରିଛନ୍ତି । ଏହାସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଗାମୀ ଦିନରେ ଏହାରି କିଛି ଶିଳ୍ପୀଙ୍କ ତୈଳଚିତ୍ରକୁ ସ୍ଥାନିତ କରାଯିବା ପାଇଁ ବ୍ୟବସ୍ଥା ହେଉଥିବା ଏକାଡେମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.