ETV Bharat / city

ମଣ୍ଡଳ କମିଶନ ସୁପାରିଶ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତ ଜେନାଙ୍କ ଚିଠି - ଶ୍ରୀକାନ୍ତ ଜେନାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ରାଜ୍ୟ ସରକାର ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରନ୍ତୁ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଅଧିକ ପଢନ୍ତୁ...

srikant jena writes letter to cm naveen patnaik, bhubaneswar latest news, srikant jena's letter to impose manadal commission in odisha, ରାଜ୍ୟରେ ମଣ୍ଡଳ କମିଶନ ଲାଗୁ ପାଇଁ ଶ୍ରୀକାନ୍ତ ଜେନାଙ୍କ ଚିଠି, ଶ୍ରୀକାନ୍ତ ଜେନାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ମଣ୍ଡଳ କମିଶନ ସୁପାରିଶ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତ ଜେନାଙ୍କ ଚିଠି
author img

By

Published : Feb 13, 2020, 5:45 PM IST

ଭୁବନେଶ୍ବର: ରାଜ୍ୟ ସରକାର ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରନ୍ତୁ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଚିଠିରେ ସେ ଲେଖିଛନ୍ତି, 25 ବର୍ଷ ବିଳମ୍ବରେ ପଛୁଆ ବର୍ଗ କମିଶନ ଗଠନ କରାଯାଇଛି । ତେଣୁ ଏବେ 20 ବର୍ଷ ଧରି ବନ୍ଦ ଥିବା 27 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରାଯାଉ।

srikant jena writes letter to cm naveen patnaik, bhubaneswar latest news, srikant jena's letter to impose manadal commission in odisha, ରାଜ୍ୟରେ ମଣ୍ଡଳ କମିଶନ ଲାଗୁ ପାଇଁ ଶ୍ରୀକାନ୍ତ ଜେନାଙ୍କ ଚିଠି, ଶ୍ରୀକାନ୍ତ ଜେନାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ମଣ୍ଡଳ କମିଶନ ସୁପାରିଶ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତ ଜେନାଙ୍କ ଚିଠି

ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଏହି ସଂରକ୍ଷଣ ଲାଗୁ ହେବାର ଆବଶ୍ୟକତା ରହିଛି । ସେହିପରି ଦଳିତ ଓ ଆଦିବାସୀଙ୍କ ପାଇଁ 38.5% ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉ । ଏହି ସଂରକ୍ଷଣ ନଦେବାରୁ ହଜାର ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ବୋଲି ଚିଠିରେ ଦର୍ଶାଇଛନ୍ତି ଶ୍ରୀକାନ୍ତ ଜେନା ।

ଏଥିସହ ନିକଟରେ ସୁପ୍ରିମକୋର୍ଟ ସଂରକ୍ଷଣ ବ୍ୟବସ୍ଥା ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଚାକିରୀ ପାଇଁ ସଂରକ୍ଷଣ ବାଧ୍ୟତାମୂଳକ ନୁହେଁ । ତେଣୁ ରାଜ୍ୟ ଉପରେ ନିର୍ଭର କରେ ଲାଗୁ କରିବେ କି ନାହିଁ । ସେ ଯାହା ବି ହେଉ ଏପରି ସମୟରେ ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହେବା ଉଚିତ ବୋଲି ଶ୍ରୀକାନ୍ତ ଚିଠିରେ ଲେଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.