ETV Bharat / city

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କୋରୋନା ଆକ୍ରାନ୍ତ

author img

By

Published : Mar 8, 2021, 11:00 PM IST

କୋରୋନା କବଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ତାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କୋରୋନା ଆକ୍ରାନ୍ତ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: କୋରୋନା କବଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ତାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସେ କ୍ବାରେଣ୍ଟିନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ମହାମାରୀକୁ ସଭିଏଁ ସଜାଗ ରହିବାକୁ ସେ କହିଛନ୍ତି।

  • On getting the initial symptoms of COVID, I got myself tested and the report was positive. My health is fine and on the advice of doctors, I have isolated myself. Request everyone to be careful against the virus. Complacency can put us as well as our near ones at risk!!!

    — Dilip ray (@DilipRayOdisha) March 8, 2021 " class="align-text-top noRightClick twitterSection" data=" ">

କୋରୋନା ଆକ୍ରାନ୍ତ ହେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କହିଛନ୍ତି ଯେ, "କୋଭିଡ୍‌-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ମୁଁ ପରୀକ୍ଷା କରାଇଥିଲି। ଏହି ରିପୋର୍ଟ ବର୍ତ୍ତମାନ ପଜିଟିଭ୍‌ ଆସିଥିବା ନେଇ ମୁଁ ଜାଣିବାକୁ ପାଇଛି। ବର୍ତ୍ତମାନ ମୋର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। କିନ୍ତୁ ଏହାକୁ ନେଇ ବିଶେଷ ଚିନ୍ତିତ ନୁହେଁ ମୁଁ। ମୁଁ ନିବେଦନ କରୁଛି କେହି ଏ ଭୂତାଣୁ ସଂକ୍ରମଣକୁ ଖାମଖିଆଲି ଭାବେ ନିଅନ୍ତୁ ନାହିଁ।"

ଖାଲି ସେତିକି ନୁହେଁ ଦିଲ୍ଲୀପ ରାୟ କହିଛନ୍ତି ଯେ, ଏହି ଭାଇରସକୁ ନେଇ ସେ ସଜାଗ ରହୁଥିଲେ। ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା ସମେତ ଅନ୍ୟାନ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପଦକ୍ଷେପ ନେଇଥିଲେ। ତେବେ କୌଣସି କାରଣରୁ ଏହି ଭାଇରସର ଶିକାର ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.