ETV Bharat / city

ଶିମିଳିପାଳରେ ଅଗ୍ନିକାଣ୍ଡ: ଅଗ୍ନିଶମ ସେବାର ସହାୟତା ଲୋଡିଲା ବନ ବିଭାଗ

author img

By

Published : Mar 10, 2021, 9:52 PM IST

ଚଳିତ ବର୍ଷ ରାଜ୍ୟରେ ବ୍ୟାପକ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ, ଅଗ୍ନିଶମ ସେବାର ସହାୟତା ଲୋଡ଼ିଛି । ଅଧିକ ପଢନ୍ତୁ...

ଅଗ୍ନିଶମ ସେବାର ସହାୟତା ଲୋଡିଲା ଜଙ୍ଗଲ ବିଭାଗ
ଅଗ୍ନିଶମ ସେବାର ସହାୟତା ଲୋଡିଲା ଜଙ୍ଗଲ ବିଭାଗ

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ବ୍ୟାପକ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ, ଅଗ୍ନିଶମ ସେବାର ସହାୟତା ଲୋଡ଼ିଛି । ଏ ସଂକ୍ରାନ୍ତରେ ପୋଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ସେନାଙ୍କୁ ପତ୍ର ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ।

ଅଗ୍ନିଶମ ସେବାର ସହାୟତା ଲୋଡିଲା ଜଙ୍ଗଲ ବିଭାଗ
ଅଗ୍ନିଶମ ସେବାର ସହାୟତା ଲୋଡିଲା ଜଙ୍ଗଲ ବିଭାଗ

ଜିଲ୍ଲା ଅଗ୍ନିଶମ ଅଧିକାରୀ, ବନଖଣ୍ଡ ଅଧିକାରୀ ଓ ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀଙ୍କୁ ଅଗ୍ନି ନିର୍ବାପନର ସୁପରିଚାଳନା ବାବଦରେ ଆବଶ୍ୟକ ସହାୟତା ପ୍ରଦାନ କରିବେ । ଅଗ୍ନିଶମ ସେନାର ପୋଲିସ ମହାନିର୍ଦେଶକ ସ୍ତରରେ ଏହି ନିମିତ୍ତ ସମୀକ୍ଷା ଆରମ୍ଭ ହେବ । ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ବନାଗ୍ନି ପରିଚାଳନା କ୍ଷେତ୍ରରେ ନିର୍ଦ୍ଦେଶ ଦେବେ ବୋଲି ଶର୍ମା ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.