ETV Bharat / city

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବୈଦେଶିକ ସଚିବ

author img

By

Published : Oct 14, 2021, 10:43 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା । ପର୍ଯ୍ୟଟନ, ବାଣିଜ୍ୟ ଓ ଭିସା ସମେତ ବିଭିନ୍ନ କ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଲେ ବୈଦେଶିକ ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା । ପର୍ଯ୍ୟଟନ, ବାଣିଜ୍ୟ ଓ ଭିସା ସମେତ ବିଭିନ୍ନ କ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଓଡିଶା ଗସ୍ତରେ ଅଛନ୍ତି ବୈଦେଶିକ ସଚିବ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ବାଣିଜ୍ୟ, ପର୍ଯ୍ୟଟନ, ବୈଷୟିକ ଜ୍ଞାନକୌଶଳ ଏବଂ ପୁଞ୍ଜି ବିନିଯୋଗକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଉଦ୍ୟମକୁ କିଭଳି ସହଜ କରିପାରିବ, ସେ ଦିଗରେ ନବୀନଙ୍କ ମତ ଲୋଡିଛନ୍ତି ବୈଦେଶିକ ସଚିବ ।

ପାସପୋର୍ଟ ସେବା, କ୍ରୀଡା ଏବଂ କ୍ରୀଡା ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବାରେ ଓଡିଶାର ପ୍ରୟାସକୁ ଆଗକୁ ବଢାଇବା ଦିଗରେ ବୈଦିଶକ ମନ୍ତ୍ରଣାଳର ସହଭାଗିତାକୁ ଦର୍ଶାଇଛନ୍ତି ଶ୍ରୀଙ୍ଗଳା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.