ETV Bharat / city

ରାଜଧାନୀରେ ଉପଲବ୍ଧ ହେଲା ବିଦେଶୀ ଟିକା ସ୍ପୁଟନିକ-ଭି

author img

By

Published : Jun 28, 2021, 8:26 PM IST

ରାଜଧାନୀ ଭୁବନେଶ୍ବରରେ ଉପଲବ୍ଧ ବିଦେଶୀ ଟୀକା ସ୍ପୁଟନିକ-ଭି । ଏକ ଘରୋଇ ହସ୍ପିଟାଲରେ ଏହି ଟୀକା ଉପଲବ୍ଧ ହୋଇଥିବା ନେଇ ସୂଚନା ମିଳିଛି । କୋ-ଓ୍ବିନ ଆପରେ ପଞ୍ଜୀକରଣ ପରେଲ ଏହି ଟିକାକୁ ନେଇ ପାରିବେ ସାଧାରଣ ଲୋକ । ଅଧିକ ପଢନ୍ତୁ...

ରାଜଧାନୀରେ ଉପଲବ୍ଧ ହେଲା ବିଦେଶୀ ଟିକା ସ୍ପୁଟନିକ-ଭି
ରାଜଧାନୀରେ ଉପଲବ୍ଧ ହେଲା ବିଦେଶୀ ଟିକା ସ୍ପୁଟନିକ-ଭି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଉପଲବ୍ଧ ହୋଇଛି ବିଦେଶୀ ଟୀକା ସ୍ପୁଟନିକ-ଭି । ରାଜ୍ୟରେ ଟୀକାକରଣକୁ ଜୋରଦାର କରିବାକୁ ବିଦେଶୀ ଟୀକା ଉପଲବ୍ଧ ହୋଇଛି । ସ୍ପୁଟନିକ-ଭି ଟିକା ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ବର୍ତ୍ତମାନ ସମୟରେ କୋଭିସିଲଡ଼ ଓ କୋଭାସ୍କିନ ଟୀକା ଉପଲବ୍ଧ ରହିଥିବାବେଳେ ଏବେ ଆସିଛି ସ୍ପୁଟନିକ-ଭି ଟୀକା । ଯାହା ପ୍ରଥମ ଥର ପାଇଁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଛି । ଏହି ଟିକାର ଦର 1145 ଟଙ୍କା ରହିବା ନେଇ ମଧ୍ୟ ପ୍ରାକ ସୂଚନା ମିଳିଛି । ଏହି ଟିକାକୁ ନେବାକୁ ହେଲେ କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ଏହି ଟିକାକୁ ନେବା ପାଇଁ 18 ରୁ 45 ବର୍ଷ ଓ 45 ବର୍ଷରୁ ଉର୍ଦ୍ଧ୍ବ ଲୋକମାନେ ପଞ୍ଜୀକରଣ ପରିପାରିବେ । ତେବେ ରାଜ୍ୟରେ କେବଳ ଗୋଟିଏ ଘରୋଇ ହସ୍ପିଟାଲରେ ଏହି ଟିକା ଉପଲବ୍ଧ ହୋଇଛି । ଏହି ଟିକାକୁ ପ୍ରସ୍ତୁତ କରିଛି ଋଷ । ଚଳିତ ବର୍ଷ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଏହି ଟିକା ଦେଶରେ ଉପଲବ୍ଧ ହୋଇଥିଲା । ଭାରତରେ ସ୍ପୁଟନିକ-ଭି ଟିକା ଧିରେ ଧିରେ କାର୍ଯ୍ୟକ୍ଷମ କରି ଅଧିକ ଉତ୍ପାଦନ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.